ପିପିଲି/୪/୧୦/୨୦୨୫/(ଆଧାର ମିଡ଼ିଆ)- ଚଳିତ ମାସ ୬ ଓ7 ତାରିଖରେ ପିପିଲି ବ୍ଲକ ରୂପଦେଇପୁର ପଞ୍ଚାୟତ ଅଲାରପୁର ଗ୍ରାମରେ ୧୫ତମ କୁମାରଉତ୍ସବ ୨୦୨୫ ଅନୁଷ୍ଠିତ ହେବ.ଏହିଉତ୍ସବ ପ୍ରଥମଦିନ ସନ୍ଧ୍ୟାରେ ରାମାୟଣର ଚରିତ୍ର ଅଭିନେତା ଅରୁନ ଗୋଭିଲ.ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ.ମାନ୍ୟବର ପିପିଲି-ଡେଲାଙ୍ଗ ବିଧାୟକ ଆଶ୍ରିତ ପଟ୍ଟନାୟକ. ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ. ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂ.ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର. ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର. ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି. ସେହି ସନ୍ଧ୍ୟାରେ ରାଇବଂଶୀ ଗ୍ରୁପ କୋଲକତା ଶାଶ୍ୱତ ଯୋଶୀ ଓ ଡ୍ୟାନ୍ସ ଗ୍ରୁପ ଭୁବନେଶ୍ୱର.ଫଟ ଫାଇଟର ମାଲ ଖମ୍ବ ପୁରୀ.ଲାସ୍ୟ ଡ୍ୟାନ୍ସ ଏକା ଡେମୀ କଟକ.ସେହିଭଳି ୭ ତାରିଖରେ ମାନ୍ୟବର ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ. ମାନ୍ୟବର କ୍ରୀଡା ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ. ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଲଳୀତେନ୍ଦୁ ବିଦ୍ୟାଧର ମହାପାତ୍ର. ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ. ଯୋଗ ଦେବା ପରେ ଆକର୍ଷଣୀୟ ସୁପରଷ୍ଟାର ଅନୁଭବ ମହାନ୍ତି. ଅଭିନେତ୍ରୀ ଶିବାନୀ ସଙ୍ଗୀତା.ଅସୀମା ପଣ୍ଡା ଲୀଇଭି ବ୍ୟାଣ୍ଡ କମେଡି କିଙ୍ଗ ପପୁ ପମ ପମ.ଯୋଗ ଦେବେ.ଏହି କାର୍ଯ୍ୟକ୍ରମକୁ ହରଦୁର୍ଗା ୟୁଥକ୍ଲବ ଦ୍ୱାରା କରାଯାଉଛି ବୋଲି ସଭାପତି ଅଶ୍ୱିନୀ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି.
Recent Comments