logo
add image
ବେଦାନ୍ତ ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ।

ବେଦାନ୍ତ ଆଶ୍ରମରେ ବିଶ୍ୱଶାନ୍ତି ମହାଯଜ୍ଞ।

ଗୁଣୁପୁର/ରାୟଗଡା,୩୦/୧୦/୨୦୨୪(ଆଧାର ମିଡ଼ିଆ)ରାୟଗଡା ଜିଲ୍ଲା ଗୁଣୁପୁର କରାବାଙ୍କ ଠାରେ ଥିବା ବେଦାନ୍ତ ଆଶ୍ରମ ପରିସରରେ ଆଜି ପବିତ୍ର ଧନ୍ୟନ୍ତରି ଜୟନ୍ତୀ ବା ଧନତେରସ ଅବସରରେ ବିଶ୍ଵ ଶାନ୍ତି ମହାଯଜ୍ଞ, ନାମ ସଂକୀର୍ତ୍ତନ, ବୈଦିକ ରୀତିରେ କୁଙ୍କୁମ ପୂଜା,ବିଷ୍ଣୁ ସହସ୍ର ନାମ ରେ ଅର୍ଚ୍ଚନା ପ୍ରଭୃତି ଆଧ୍ୟାତ୍ମିକ ବିଚାର ଭାବଧାରା କୁ ନେଇ କରାଯାଇଥିଲା।ଆଶ୍ରମ ର ପୂଜ୍ୟ ଗୁରୁଜୀ ନଳିନୀ କାନ୍ତ ମହାନ୍ତି ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନ ଅନୁଷ୍ଠିତ ହୋଇଥିଲା।

Recent Comments

Leave Comments

Top