logo
add image
ଲଖନପୁର ରେ ସାର୍ବଜନୀନ ୪୦ତମ କାଳୀ ପୂଜା ମହୋତ୍ସବ।

ଲଖନପୁର ରେ ସାର୍ବଜନୀନ ୪୦ତମ କାଳୀ ପୂଜା ମହୋତ୍ସବ।

ଅମ୍ବାଭୋନା/ବରଗଡ୦୧/୧୧/୨୦୨୪(ଆଧାର ମିଡ଼ିଆ)ଅମ୍ବାଭୋନାବ୍ଳକ ଅନ୍ତର୍ଗତ ଲଖନପୁର ଠାରେ ସାର୍ବଜନୀନ ୪୦ତମ କା ଦାସ ଳୀ ପୂଜା ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ କଳସ ଯାତ୍ରା,ଦେବୀ ଙ୍କ ରାତ୍ରୀ ପୂଜା, ଦେବୀ ଷୋଡଶ ଉପଚାର ଓ ଚଣ୍ତିପୂଜା,ହୋମ ସହ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରାଣ ପ୍ରତିଷ୍ଠା କରାଯାଇଛି।ପୂଜା ମଣ୍ଡପ ରେ ଦୁଷ୍ମନ୍ତ ବେହେରାସପତ୍ନୀ ରାସେଶ୍ୱରୀ ବେହେରା କତ୍ତା ଭାବେ ଦାୟିତ୍ବ ତୁଲାଇଥିବା ବେଲେ ମୁଖ୍ଯ ପଣ୍ଡିତ ଟିକେଶ୍ବର ମହାପାତ୍ର ମନ୍ତ୍ର ପୂଜାପାଠ କରିଥିବା ବେଳେ ଉମାଚରଣ ଦାସ,ନିତ୍ୟାନନ୍ଦ ଦାସ, ସୁପ୍ରିମ ଦାସ,ସୁରେଶ ଦାସ, ସହଯୋଗ କରିଥିଲେ।ଏହି ଉପଲକ୍ଷେ କଳସ ଯାତ୍ରା ରେ ଅମ୍ବାଭୋନା ଗ୍ରାମ ର ମେଲୋଡ଼ି କଳସ ଯାତ୍ରା କରାଯାଇଛି।ଜଗତସିଂହପୁର ମଧୁବାସନ୍ତି ଗଣନାଟ୍ଯ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି।ଲଖନପୁର ବୀରସୁରେନ୍ଦ୍ର ସାଏ ଯୁବକ ସଂଘ କର୍ମକର୍ତ୍ତା ଓ ସାର୍ବଜନୀନ କାଳୀ ପୂଜା କମିଟିର ମିଲିତ ସହଯୋଗ ରେ ପୂଜା କମିଟିର ସଭାପତି ଦୁଷ୍ମନ୍ତ ବେହେରା,ସଂପାଦକ ସତ୍ଯାନନ୍ଦ ବାଗ,କୋଷାଧ୍ୟକ୍ଷ ଯୋଗିନ୍ଦ୍ର ସ୍ବାଇଁ,ଚୂଡାମଣୀ ମେହେର,ପ୍ରକଶ ପଧାନ,ସୁମନ ବାଗ,ବିଦ୍ଯାଧର ସାହୁ, ଶିବ ମେହେର,ବୁଲୁ ତପା,ନରେନ୍ଦ୍ର ବେହେରା,ଲିଟୁ ସ୍ବାଇଁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।ପୂଜା କମିଟିର ନିମନ୍ତ୍ରିତ ଅତିଥି ଭାବେ ବିଜେପି ଦଳ ର ଗୁନାରୁ ପଧାନ,ଦେବାର୍ଚ୍ଚନ ମଲ୍ଲିକ, ପ୍ରହଲ୍ଲାଦ ଖମାରୀ,ପିତାମ୍ବର ବେହେରା, ଗଙ୍ଗାରାମ ନାୟକ,ସମେତ ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଯୋଗଦାନ କରିଥିଲେ।

Recent Comments

Leave Comments

Top