logo
add image
ଡେରଙ୍ଗରେ ୧୮ତ୍ତମ ବାର୍ଷିକ ବିଶ୍ୱାସନ୍ତି ମହାଯଜ୍ଞ ଅନୁଷ୍ଠିତ

ଡେରଙ୍ଗରେ ୧୮ତ୍ତମ ବାର୍ଷିକ ବିଶ୍ୱାସନ୍ତି ମହାଯଜ୍ଞ ଅନୁଷ୍ଠିତ

କଣିହାଁ/୧୧/୨/୨୦୧୫/(ଆଧାର ମିଡ଼ିଆ)-ଅନୁଗୋଳ ଜିଲା କଣିହାଁ ବ୍ଲକ,ଡେରଙ୍ଗ ଗ୍ରାମର ଶ୍ରୀ ଧବଳେଶ୍ୱର ଶିବମନ୍ଦିର ପ୍ରାଙ୍ଗଣରେ ଥିବା ଯଜ୍ଞମଣ୍ଡପ ଠାରେ ସମବାର ଦିନ ବିଶ୍ୱଶାନ୍ତି ମୋହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ସଭାପତି ପ୍ରସନ ନାୟକ ଓ ଗ୍ରାମ କମିଟିଙ୍କ ତତ୍ୱୟବଧାନରେ, ପୂର୍ବାହ୍ନ ୯ ଘଣ୍ଟିକା ସମୟରେ  ପୁରହିତ ସରୋଜ କୁମାର ତ୍ରିପାଠୀଙ୍କ ପୌରହିତରେ ସୂର୍ଯ୍ୟପୂଜା ଓ ଗଙ୍ଗାପୂଜା କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ଘଣ୍ଟ, ଶଙ୍ଖ ନାମ ସଂକ୍ରିତନ ହରିବୋଲ ହୁଳହୁଳି ସହିତ ଆଧ୍ୟାତ୍ମିକ ପରିବେଶରେ ଏକ ବିରାଟ କଳସି ଯାତ୍ରାରେ ବାହାରି ଯଜ୍ଞ ସ୍ଥଳରେ ପହଞ୍ଚିଥିଲେ,ଦୀର୍ଘ ୧୮ବର୍ଷଧରି ଏହିଭଳିଭାବେ ପ୍ରତିବର୍ଷ ଗ୍ରାମର ମଙ୍ଗ ସହିତ ବିଶ୍ୱର କଲ୍ୟାଣ ନିମତେ ବିଶ୍ୱସାନ୍ତି ମହାଜଜ୍ଞ ଅନୁଷ୍ଠିତ ହୋଇ ଆସୁଥିବା ଜଣାପଡିଛି l ଯଜ୍ଞ ପୀଠରେ ଗ୍ରାମର ସମ୍ପାଦକ ସୁଜିତ କୁମାର ସାହୁଙ୍କ ସହିତ,ସହ ଧର୍ମିଣୀ ପ୍ରଣତି ସାହୁ କର୍ତ୍ତା କର୍ତ୍ତୀ ଭାବେ ଯଜ୍ଞରେ ଯୋଗଦାନ କରିଥିଲେ, ଯଜ୍ଞରେ ୫ଜଣ ପୁରହିତଙ୍କୁ ନେଇ ଯଜ୍ଞକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ତଥା ,ସରୋଜ ତ୍ରିପାଠୀ, ବୁଦ୍ଧଦେବ ଦାସ,ନବୀନ ନନ୍ଦ,ରନ୍ତୋଷ ଦାସ,ଓ ମନୋଜ ତ୍ରିପାଠୀ,ଯଜ୍ଞ ସମ୍ପାଦନ କରିଥିଲେ ,ଅପରାହ୍ନ ସାଢେ ୩ ଟାରେ ଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଥିଲା, କଳସି ଯାତ୍ରାରେ ଗ୍ରାମର ଯୋଗେଶ୍ୱର ସାହୁ  ,ପୂର୍ବତନ ସଭାପତି ଶିବରାମ ଦାସ, ମହାର୍ଗା ବେହେରା,ପୁରୁଷୋତ୍ତମ ସାହୁ ସନ୍ତୋଷ ସାହୁ,ମୂଳିଆ ସାହୁ, କାନ୍ଦର୍ପ ବେହେରା, ଗଦା ଧର ସାହୁ,ସନ୍ତୋଷ ବେହେରା, ରଞ୍ଜନ ସାହୁ, ରଞ୍ଜନ ସାହୁ, ଭଜମନ,ସାହୁ ସୁଶାନ୍ତ ସାହୁ,ମୂଳିଆ ଦାସ, ପିଣ୍ଟୁ ସାହୁ,ନୀଳମଣି ସାହୁ ନିରଞ୍ଜନ ସାହୁ,ଅନେକ ଲୋକ ସାମିଲ ହୋଇଥିଲେ, ଯଜ୍ଞ କାର୍ଯ୍ୟ ସମ୍ପୂର୍ଣ୍ଣ ପରେ ଗ୍ରାମ ପକ୍ଷରୁ ଅର୍ଣ୍ଣ ପ୍ରସାଦର ବ୍ୟବସ୍ଥା କରାଯାଇ ଥିଲା, ଏଥିରେ  ଗ୍ରାମର ୨ ହଜାରରୁ ଉର୍ଦ୍ଧ ଗ୍ରାମ ବାସି, ଅର୍ଣ୍ଣ ପ୍ରସାଦ ସେବନ କରିଥିବା ଜଣା ପଡିଛି , ଗ୍ରାମର ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି  ଯଜ୍ଞ କାର୍ଯ୍ୟରେ ସାହାଯ୍ୟ ସହ ଯୋଗ କରିଥିଲାବେଳେ, ଗ୍ରାମ କମିଟି ଙ୍କ ସହିତ ଗ୍ରାମର ଯୁବକ ମାନେ ଉପସ୍ଥିତ ରହି ସମସ୍ତ ପ୍ରକାର ଦାଇତ୍ୱ ଦୁଲାଈ ଥିଲେ l

Recent Comments

Leave Comments

Top