logo
add image
ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଭୂମି ରେ ପାଳନ ହେଲା ଶ୍ରାଦ୍ଧ ଦିବସ

ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଭୂମି ରେ ପାଳନ ହେଲା ଶ୍ରାଦ୍ଧ ଦିବସ

ସମ୍ବଲପୁର(ରେଙ୍ଗାଲି)୨୩/୦୨(ଆଧାର ମିଡ଼ିଆ/ରିପୋର୍ଟ-ସୁନିଲ କୁମାର ନାଥ)ବୀର ସୁରେନ୍ଦ୍ର ସାଏ ଙ୍କ ଜନ୍ମ ଭୁମି ଖିଣ୍ଡାରେ ପାଳନ ହେଲା ଶ୍ରାଦ୍ଧ ଦିବସIସୁରେନ୍ଦ୍ର ସାଏ ଅସୁରଗଡ଼ ଜେରେ ୨୮ ଫେବ୍ରୁୟାରି ୧୮୮୪ ମସିହାରେ ୭୫ବର୍ଷ ବୟସରେ ମୃତ୍ୟୁ ହୋଇଥିଲା।ଆଗରୁ ଜେମିତି ଶ୍ରାଦ୍ଧ ଦିବସ ପାଳନ କରାଜାଉଥିଲା ଲେକେ ଜାଣି ପାରୁନଥିଲେ କି ଛୋଟ ପିଲା ମାନେ ବି ଜାଣି ପାରୁନଥିଲେ।ଆଗରୁ କେବେ କିଛି ପାଇ ପାରୁ ନଥିଲେ,ଆଜି ଟିଫିନ ପ୍ୟାକେଟ ପାଇ ସ୍କୁଲ ଛାତ୍ର ଛାତ୍ରୀ ମାନେ ଖୁସି ଅନୁଭବ କରିବା ସହିତ ଜାଣି ପାରିଲେ ଜେ ଆଜି ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ।ଏହି ଅବସର ରେ ରେଙ୍ଗାଲି ବ୍ଲକ୍ ସାଂସଦ ପ୍ରତିନିଧି ନବିନ ପ୍ରଧାନ,ପରିଚାଳନା କମିଟିର ସଭାପତି ବିରେନ୍ଦ୍ର ସାଏ,ଉପ-ସଭାପତି ଜଗବନ୍ଧୁ ସାହୁ,ହେମନ୍ତ ରାଉତ ସମ୍ପାଦକ ଓ କିଶୋର କୁମାର ସାହୁ କୋଷାଧ୍ୟକ୍ଷ,ମନବୋଧ ବିଶ୍ଵାଳ,ସୁନିଲ ଦାସ,ସମିତି ସଭ୍ୟା ଅନିତା ସିଂହ, ଟିକୁ ମେହେର,ଜୁଗଲ ଅଗ୍ରୱ୍ଵାଲ,ସୁବାଷ ପଣ୍ଡା,ଡୁଲା କାନ୍ତ ବୁଧିଆ,ଏନ୍ ଏଲ୍ ସି କମ୍ପାନୀର ଡିଜିଏମ୍ ଲିକାଶ ବାବୁ,ଆଦାନିର ମ୍ୟାନେଜର ଭବାନି ବେହେରା ଙ୍କ ସମେତେ ଅନେକ ଲୋକ ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ସହିତ କିଛି ସମୟ ସୁରେନ୍ଦ୍ର ସାଏଙ୍କ ଜିବିନି ଉପରେ ଆଲୋଚନା କରିଥିଲେ।

Recent Comments

Leave Comments

Top