ପଦ୍ମପୁର/ବରଗଡ/୨୮/୩/୨୦୨୫/ (ଆଧାର ମେଡିଆ//ଡିଲେଶ୍ୱର ବାଗ)-ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଦହିତା ଗଏଲଗୁଡା ନଦୀ ପାଖରେ ନୂତନ ଶିବମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ପୂର୍ଣ୍ଣଚନ୍ଦ୍ର ଷଢଙ୍ଗୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଶୁଭସ୍ତମ୍ଭ ସ୍ଥାପନରେ ଗୋପାଳ ମେହେର, ପ୍ରମିଲା ମେହେର, ସିଦ୍ଧେଶ୍ୱର ମେହେର, ଟିକେଶ୍ୱରୀ ମେହେର, ଉମାକାନ୍ତ ମେହେର, ଶ୍ରଦ୍ଧାଞ୍ଜଳି ମେହେର, ଶିବ ଶଙ୍କର ମେହେର, ବସୁମତୀ ମେହେର, ନୂଆଧର ମେହେର, ସୀତା ମେହେର, ତୁଲାରାମ ମେହେର, ସଙ୍ଗୀତା ମେହେର, ଶଙ୍କର ମେହେର, ତୁଲାବତୀ ମେହେର, ସୁବାସ ମେହେର, ଉର୍ବଶୀ ମେହେର, ସୁଶାନ୍ତ ମେହେର, ଗୀତାଞ୍ଜଳି ମେହେର, ହିମାଂଶୁ ମେହେର, ଲୋଚନ ମେହେର, ପ୍ରମୁଖ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ। ଆଗାମୀ ଏପ୍ରିଲ ୭ ତାରିଖରୁ ମନ୍ଦିର ପ୍ରତିଷ୍ଠା ଆରମ୍ଭ ହୋଇ ଏପ୍ରିଲ ୧୦ ତାରିଖରେ ସମାପନ ହେବ ବୋଲି ସୂଚନା ମିଳିଛି।
Recent Comments