ପୁରୀ/୦୨/୦୭/୨୦୨୫/(ଆଧାର ମିଡ଼ିଆ)- ଆଜି ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ ହୋଇ ସାରିଛି।ତେବେ ସଂଧ୍ୟା ହୋଇଯିବା ଓ ବର୍ଷା କାରଣରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ଦକ୍ଷିଣ ମୋଡ ହୋଇପାରି ନାହିଁ।ଆସନ୍ତା କାଲି ସକାଳ ୯ ଘଟିକାରେ ଏହି ନନ୍ଦିଘୋଷ ଦକ୍ଷିଣ ମୋଡପାଇଁ ରଥଟଣା ଆରମ୍ଭ ହେବବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି।ପ୍ରଭୁ ଜଗନ୍ନାଥଙ୍କ ରଥ ଦକ୍ଷିଣ ମୋଡ଼ର ରଥ ଟଣା ପାଇଁ ବୋହୁ ଭକ୍ତଙ୍କର ସମାଗମ ହେବ ବୋଲି ଅନୁମାନ କରାଯାଉଛି .
Recent Comments