ବଲାଣି,୨୬/୮/୨୫(ଆଧାର ମିଡ଼ିଆ//ରିପୋର୍ଟ-ରାଜେନ୍ଦ୍ର ନନ୍ଦ) କେନ୍ଦୁଝର ଜିଲ୍ଲା ସୀମାନ୍ତ ଖଣି ଅଞ୍ଚଳ ବଲାଣି ଟାଉନ ସିପ ସ୍ଥିତ ବିଷ୍ଣୁ ମନ୍ଦିର ରେ ଆଗାମୀ ୧ - ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ ଭାଗବତ କଥା ଆୟୋଜିତ କରାଯିବ l ମନ୍ଦିର କମିଟି ସଦସ୍ୟ ଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ପ୍ରତ୍ୟେକ ଦିନ ସଂଖ୍ୟାଧିକ ଶ୍ରଦ୍ଧାଳୁ ଭକ୍ତମାନେ ପ୍ରତ୍ୟେକ ଦିନ ଭାଗବତ କଥା ଧ୍ୟାନ ଅନୁସରଣ କରିବେ ତଥା ପ୍ରତ୍ୟେକ ଦିନ ପ୍ରସାଦ ବିତରଣ କରାଯିବ l
Recent Comments