କଣିହାଁ/୧୭/0୯/୨0୨୫/(ଆଧାର ମିଡ଼ିଆ/ରିପୋର୍ଟ ଟୁନା ସାହୁ)-ଅନୁଗୋଳ ଜିଲ୍ଲା ପାଳଲହଡା ବିଧାନସଭା ନିର୍ବାଚନମଣ୍ଡଳୀର, କଣିହାଁ ବ୍ଲକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଉପଲକ୍ଷେ କଣିହାଁ ବ୍ଲକର ୧୯ଟି ପଞ୍ଚାୟତରେ ଏକପେଡ ମାକେ ନାମ,ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପ୍ରତ୍ୟେକ ପଞ୍ଚାୟତରେ ୫୦୦ଟି କରି ସବୁଜ ଚାରା ରୋପଣ କରାଯାଇ, ମୋଟ ୯,୫୦୦ଟି ଗଛ ଲଗାଇବାରେ ପଞ୍ଚାୟତ ପ୍ରତିନିଧି ,କାର୍ଯ୍ୟକର୍ତ୍ତା,ଶିକ୍ଷକ ଛାତ୍ର ଛାତ୍ରୀ ଓ ଗ୍ରାମବାସୀମାନେ ଅଂଶଗ୍ରହଣ କରି ସମସ୍ତ ପଞ୍ଚାୟତରେ ଗାଁର ମନ୍ଦିରରେ ପୂଜା,ଆର୍ଚ୍ଚନା କରାଯାଇଥିଲା.ଏହି ଅବସରରେ କଣିହାଁ ବ୍ଲକର ବିଜେପି ପାଳଲହଡା ସଂଯୋଜକ ପ୍ରହ୍ଲାଦ ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ପ୍ରଧାନପବିତ୍ରନଗର ମଣ୍ଡଳ ସଭାପତି ମନୋଜ ବିଶ୍ଵାଳ ,ରେଙ୍ଗାଳି ମଣ୍ଡଳ ସଭାପତି ହରେକୃଷ୍ଣ ପ୍ରଧାନ,କର୍ଣ୍ଣପାଳ ସରପଞ୍ଚ ହୃଷୀକେଶ ସାମଲ, ବିରୁ ସରପଞ୍ଚ ଧରଣୀଧର ବେହେରା, ପରାବିଲ୍ ସରପଞ୍ଚ କବିତାରାଣୀ ପ୍ରଧାନ, ସମଲ ସରପଞ୍ଚ ଜିତେନ୍ଦ୍ର ବେହେରା, ବିଜେପି ନେତା ତ୍ରିପୁରାରୀ ପ୍ରଧାନ,ଧ୍ରୁବ ଚରଣ ଧିର, ବିନୟ କୁମାର ପ୍ରଧାନ, ସୁମନ୍ତ ପ୍ରଧାନ, ଶ୍ୟାମ ସୁନ୍ଦର ସାହୁ, ସମସ୍ତ ପ୍ରଦୀପ କୁମାର ସାହୁ,ମଣ୍ଡଳ ସାଧାରଣ ସଂପାଦକ ସୁନିଲ୍ କୁମାର ପ୍ରଧାନ , ବିଜୟ ପ୍ରଧାନ, ହିମାଂଶୁ ଶେଖର ପାତ୍ର,ସଞ୍ଜୟ ପ୍ରଧାନ, ବୁଦ୍ଧିମନ୍ତ ସାହୁ, ବିଶ୍ଵନାଥ ପ୍ରଧାନ, ପ୍ରିୟରଞ୍ଜନ ମହାନ୍ତି, ପ୍ରଭାକର ସାମଲ, ମନୋଜ କୁମାର ପ୍ରଧାନ, ସଞ୍ଜୟ ପ୍ରଧାନ, ମୁନୀନ୍ଦ୍ର ସାହୁ, ସୁମନ୍ତ ସାହୁ, ଅଙ୍ଗଦ ସାହୁ, ପ୍ରଶାନ୍ତ କୁମାର ପ୍ରଧାନ, ପବିତ୍ର ବେହେରା, ହରମୋହନ ପ୍ରଧାନ, ଡମ୍ବରୁଧର ପ୍ରଧାନ, ତ୍ରିଲୋଚନ ମିଶ୍ର, ସୁଶାନ୍ତ ପ୍ରଧାନ, ରଞ୍ଜନ ସାମଲ, ଯୋଗେଶ୍ୱର ପ୍ରଧାନ ସହିତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।ଅତିଥି ମାନେ କହିଲେ ପ୍ରକୃତି ସୁରକ୍ଷା, ପରିବେଶ ସୁରକ୍ଷାର ପାଇଁ ଗଛରୋପଣ ସର୍ବଶ୍ରେଷ୍ଠ ସେବା । ମୋଦୀଜୀଙ୍କ ଜନ୍ମଦିନରେ ଏହି ଅଭିଯାନ ଆମର ପରିବେଶ ପ୍ରତିଶ୍ରୁତିକୁ ଶକ୍ତିଶାଳୀ କରିଛି ।”
Recent Comments