logo
add image
କୋଟକସାଙ୍ଗରେ ସମୀରଙ୍କ ବୈଠକ.

କୋଟକସାଙ୍ଗରେ ସମୀରଙ୍କ ବୈଠକ.

ପୁରୀ/୨୪/୯/୨୦୨୫/( ଆଧାର ମିଡ଼ିଆ )-ଆଜି ନିମାପଡ଼ା ବ୍ଲକ କୋଟକୁସାଙ୍ଗ ଗ୍ରାମ ପଞ୍ଚାୟତରେ ସେବାପକ୍ଷ ଅବସରରେ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ବୈଠକରେ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଜେପି ମୁଖପାତ୍ର ଶ୍ରୀଯୁକ୍ତ ସମୀର ରଞ୍ଜନ ଦାଶ ମହୋଦୟ ଯୋଗଦେବା ସହିତ ନିମାପଡ଼ା ପଞ୍ଚାୟତ ସମିତି ଅଧକ୍ଷ ଶ୍ରୀଯୁକ୍ତ ଶଙ୍କର ଭୋଇ, ବରିଷ୍ଠ ନେତୃତ୍ୱ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଖଟୋଈ, ଶ୍ରୀଯୁକ୍ତ ଅଶୋକ କୁମାର ସାହୁ,ପବିତ୍ର କୁମାର ସାହୁ,ଧରଣୀ ଧର ବେହେରା,ବିଜୟ କୁମାର ସାମନ୍ତ ସିଂହାର ସମେତ ପଞ୍ଚାୟତର ନେତୃମଣ୍ଡଳୀ ଏବଂ ପ୍ରମୂଖ କାର୍ଯ୍ୟକର୍ତ୍ତା ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ.

Recent Comments

Leave Comments

Top