ପିପିଲି/୨୬/୯/୨୦୨୫/(ଆଧାର ମିଡ଼ିଆ)ତୁଳସୀ ଦୁଇପତ୍ରରୁ ବାସେ.ବିଛୁଆଟି ଦେହରେ ଲାଗିଲାମାତ୍ରେ କୁଣ୍ଡେଇହୁଏ.ନିଜର ଇଛାଶକ୍ତି ବଳରେ ମଣିଷ ଆଗକୁ ବଢିଚାଲେ. ଓଏଏସ ପରୀକ୍ଷାରେ ୬୬ତମ ସ୍ଥାନ ହାସଲ କରି ଉତ୍ତୀର୍ଣ୍ଣ ହେଲେ ପିପିଲି ବ୍ଳକ୍ ଓରକଳ ପଞ୍ଚାୟତ ଉଜାଣିପଡ଼ା ଗ୍ରାମର ଯୋଗେନ୍ଦ୍ର ପ୍ରଧାନ ଓ ରଞ୍ଜୁବାଳା ପ୍ରଧାନଙ୍କ ଝିଅ ଲୋପାମୁଦ୍ରା ପ୍ରଧାନ. ଲୋପାମୁଦ୍ରା ୬୬ତମ ସ୍ଥାନ ପାଇବା ନେଇ ପିପିଲି ଅଞ୍ଚଳରେ ଏକ ଗୌରବ ଆଣିଛନ୍ତି ବୋଲି ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି.
Recent Comments