କଣିହାଁ ୧/୧୦/୨୦୨୪(ଆଧାର ମିଡ଼ିଆ)କଣିହାଁ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ ଏନଟିପିସି ର ୨୦୨୪-୨୫ ବର୍ଷ ର ପ୍ରଥମ ବିଦ୍ୟାଳୟ ମ୍ୟାନଜମେଣ୍ଟ କମିଟି ର ଚେୟାରମ୍ୟାନ,ନୋମିନି, ଶ୍ରୀ ଭି ପ୍ରେମକୁମାର ଙ୍କ ଜରିଆରେ ବିଦ୍ୟାଳୟ ର ଅଧକ୍ଷ କ୍ରିଷ୍ଣା କୁମାର ଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି କମିଟି ର ମେମ୍ବର କଣିହାଁ ମହାବିଦ୍ୟାଳୟ ର ଅଧକ୍ଷ ମନୋଜ କୁମାର ସ୍ବାଇଁ, ବିଦ୍ୟାଳୟ ର ଶିକ୍ଷକ ଶ୍ରୀମତୀ ଆରତୀ ଦିପ ଚନ୍ଦ୍ରା ତୀର୍କ ,ଏନଟିପିସି ପ୍ରୋଜେକ୍ଟ ର ଏସ ଭି ଡି ଆର ଶଙ୍କର ମ୍ୟାନେଜର ଏଚ ଆର ,ଏସ ଆର ଚୌଧୀରି ସିନିୟର ମ୍ୟାନେଜର ଇ ଏମ ଡି ,ଏନ ରାମସତ୍ୟମୁ ସିନିୟର ମ୍ୟାନେଜର ସିଭିଲ ଶିଶୁ ଡାକ୍ତର ଗଣିଷ ରାମ କୁରା ଓ ଅଭିଵାବକ ମହେଶ୍ୱର ନାଏକ ଯୋଗ ଦେଇ ନିଜ ନିଜ ର ମତାମତ ଦେଇ ୧୩ଟି ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା କରି ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ଚେୟାରମ୍ୟାନ ଯଥା ଶୀଘ୍ର ତାର ସମାଧାନ କିପରି ହୋଇ ପାରିବ ନିବେଦନ କରିଥିଲେ l ନବ ନିଯୁକ୍ତ ଶିକ୍ଷକ ସମସ୍ତେ ଯୋଗ ଦାନ କରିଛନ୍ତି ବୋଲି ଅଧକ୍ଷ କମିଟି ରେ ଜଣାଇଥିଲେ l ପିଲାଙ୍କ ଉତ୍ତମ ଶିକ୍ଷା ସହିତ ଏ ବର୍ଷ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀ ପରୀକ୍ଷା ରେ ଭଲ କରିଥିଲେ ଓ ଖେଳ, କୁଦ ଉପରେ ଅଧିକ ଧ୍ୟାନ ଦେଇ ଉଜ୍ୱଳ ଭବିଷ୍ୟତ ଲାଗି କାମନା କରିଥିଲେ ଓ ବିଦ୍ୟାଳୟ ର ଉପ କାର୍ମଚାରୀ ପ୍ରଭାକର ନାଏକ ଙ୍କ ସହିତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
Recent Comments