logo
add image
ଅଜଣାବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଅଜଣାବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ବାଲିଗୁଡା/୦୩/୧୦/୨୦୨୫/:(ଆଧାର ମିଡ଼ିଆ//ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଟାଉନ ସ୍ଥିତ ୫୯ ନଂ. ଜାତୀୟ ରାଜପଥ କଡ଼ରେ ଥିବା ହୋଣ୍ଡା ସୋରୁମ୍ ନିକଟସ୍ଥ ସୁବୋଧ ଆନନ୍ଦ ସାହୁଙ୍କ ଘର ଆଗରୁ ଜଣେ ବୃଦ୍ଧାଙ୍କ ମୃତଦେହ ଠାବ କରିଛି ବାଲିଗୁଡା ପୋଲିସ l ମୃତବୃଦ୍ଧାଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଅସ୍ପୃଷ୍ଟ ରହିଛି l ଖବରପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l

Recent Comments

Leave Comments

Top