ପୁରୀ/୩/୧୦/୨୦୨୫/( ଆଧାର ମିଡ଼ିଆ )-ପବିତ୍ର ବିଜୟାଦଶମୀ ଦଶହରାରେ ମାନ୍ୟବର ସାଂସଦ ଡ଼ ସମ୍ଭିତପାତ୍ର ପୁରୀ.ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଉପସ୍ଥିତ ରହି ପିପିଲି ନୂଆଶାସନ ପଂଚାୟତରେ ବାପୁଜୀ କ୍ଲବଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶିଳା ନ୍ୟାସ ସହିତ ନୃତନ ଶ୍ରେଣୀଗୃହ ଉଦଘାଟିତ କରାଯାଇଥିଲା. ଏହା ସହ ଭାରତର ଦୁଇ ମହାନାୟକଙ୍କ ଜନ୍ମଜୟନ୍ତୀ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ।ସାରାଦେ ଶରେ ଗାନ୍ଧିଜୀଙ୍କର ୧୫୫ତମ ଜୟନ୍ତୀ ପାଳନ ହେଉଥିବାବେଳେ ଶାସ୍ତ୍ରୀଜୀଙ୍କର ଏହା ହେଉଛି ୧୨୦ତମ ଜୟନ୍ତୀ ପାଳନ ହୋଇଛି. ସେବାପକ୍ଷ କାର୍ଯ୍ୟକ୍ରମ ଏକ ପେଡ,ମାକେ ନାମ ୨.୦ ଅଭିଯାନରେ ସ୍ବଛତା ହିଁ ସେବା, ବୃକ୍ଷ ରୋପଣ, ଆତ୍ମନିର୍ଭର କରିବା ଉପରେ ଗୁରୁତ୍ବାରୋପ ସ୍ବଦେଶୀ ଉତ୍ପାଦନ ବ୍ୟବହାର ଏବଂ ସ୍ବଦେଶୀ ଜୀବନ ମୂଲ୍ୟବୋଧକୁ ଗ୍ରହଣ କରିବା ଲକ୍ଷ୍ୟ ପୂରଣ କରିବା ଏକାନ୍ତ କାମ୍ୟବୋଲି ବିଧାୟକ ଶ୍ରୀ ପଟ୍ଟନାୟକ କହିଛନ୍ତି.
Recent Comments