ପିପିଲି/୧୦/୧୦/୨୦୨୫/ (ଆଧାର ମିଡ଼ିଆ) ଶୁକ୍ରବାର ଦିନ ଅପରାହ୍ନ ସମୟରେ ପିପିଲି ସହକାରୀ ଦୌରାଜଜଙ୍କ କୋର୍ଟରେ ବିଶ୍ୱ ମାନସିକ ଦିବସ ପାଳିତ ହୋଇ ଯାଇଛି. ଏଥିରେ ପିପିଲି ସହକାରୀ ଦୌରାଜଜ ତଥା ତାଲୁକ ଲିଗାଲ ସର୍ଭିସ କମିଟର ଅଧକ୍ଷ ଶ୍ରଯୁକ୍ତ ବିଶେଷ କୁମାର ସାହୁ ଓ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀମତି ସ୍ବର୍ଣ୍ଣପ୍ରଭା ସ୍ୱାଇଁ ଅଧକ୍ଷତା କରି ଥିଲେ.ଏଥିରେ ଆଇନ ଯିବି ଶଙ୍କର୍ଷଣ ପ୍ରଧାନ ସଭାପରିଚାଳନା କରି ଥିଲେ.ସଭା ପରିଚାଳନା ପରେ ମାନ୍ୟବର ସହକାରୀ ଦୌରାଜଜ ତଥା କମିଟିର ଅଧକ୍ଷ ଶ୍ରୀ ସାହୁ ବିଶ୍ୱ ମାନସିକ ଦିବସ ଉପଲକ୍ଷେ ଆଲୋକ ପାତ କରିଥିଲେ ଏବଂ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ଶ୍ରୀମତି ସ୍ୱାଇଁ ମଧ୍ୟ ଆଲୋକ ପାତ କରିଥିଲେ. ପରେ ପରେ ବରିଷ୍ଠ ଆଇନ ଯିବି ରମାକାନ୍ତ ସାହୁ.ରସାନ୍ତ କିଶୋର ପରିଡା.ସୂର୍ଯ୍ୟ ନାରାୟଣ ନାୟକ.ଶିବ ପ୍ରସାଦ ସାହୁ. ବିଚିତ୍ର ମୋହନ ମହାପାତ୍ର. ସୁରେଖା ଦାସ.ସଞ୍ଜୟ ଯାଦବ. ନିର୍ମଳ ଯାଦବ ସମେତ ଅନ୍ୟ ଆଇନଜୀବି ମାନେ ଉପସ୍ଥିତ ରହିଥିବା ବେଳେ ଉଭୟ କୋର୍ଟ ର ସମସ୍ତ କର୍ମଚାରୀ. ମୋହରିର. ପୋଲିସ ସଏଆଇ କୋର୍ଟ କର୍ମଚାରୀ ଥିଲେ.
Recent Comments