logo
add image
ପିପିଲି ଥାନା ଅଞ୍ଚଳରୁ ୧୬ ବର୍ଷର ନାବାଳିକା ନିଖୋଜ,ଥାନାରେ ଅଭିଯୋଗ

ପିପିଲି ଥାନା ଅଞ୍ଚଳରୁ ୧୬ ବର୍ଷର ନାବାଳିକା ନିଖୋଜ,ଥାନାରେ ଅଭିଯୋଗ

ପିପିଲି,୨/୧୧/୨୦୨୫(ଆଧାର ମିଡ଼ିଆ)ପିପିଲି ଥାନା ଅଞ୍ଚଳରୁ ଜଣେ ୧୬ ବର୍ଷର ନାବାଳିକା ନିଖୋଜ ଥିବା ନେଇ ପିପିଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।ଅଭିଯୋଗ ପରେ ପିପିଲି ଥାନା ଆଇ ଆଇ ସି ପିପିଲି ଥାନା କେଶ ନଂ ୬୭୫/୨୫ ମାମଲା ଆଗତ କରି ତଦନ୍ତ ଚଳାଇଛନ୍ତି।ନାବାଳିକା ଜଣକ ୩୧ ତାରିଖ ଦିନଠାରୁ ନିଖୋଜ ଥିବାବେଳେ ପରିବାର ସଦସ୍ୟ ଖୋଜାଖୋଜି କରି ନପାଇବା ଯୋଗୁ ନାବାଳିକାର ମାଆ ପିପିଲି ଥାନାରେ ଦ୍ୱାରସ୍ଥ ହୋଇଛନ୍ତି.
 

Recent Comments

Leave Comments

Top