logo
add image
ବଲାଙ୍ଗିର ଜିଲ୍ଲା ଦୌରା ଜଜ୍ ପବିତ୍ର ମୋହନ ସାମଲ ହେଲେ ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ

ବଲାଙ୍ଗିର ଜିଲ୍ଲା ଦୌରା ଜଜ୍ ପବିତ୍ର ମୋହନ ସାମଲ ହେଲେ ଓଡିଶା ଆଇନ ବିଭାଗର ପ୍ରମୁଖ ସଚିବ

ବଲାଙ୍ଗିର/୦୩/୧୧/୨୦୨୫(ଆଧାର ମିଡ଼ିଆ)ଆଇନ ବିଭାଗ ଓଡିଶା ସରକାରଙ୍କ ପ୍ରମୁଖ ସଚିବ ଭାବେ ବଲାଙ୍ଗିର ଜିଲ୍ଲା ଦୈାରା ଜଜ୍ ପବିତ୍ର ମୋହନ ସାମଲ ଙ୍କ ପଦୋନ୍ନତି ହୋଇଅଛି।ବଲାଙ୍ଗିର ରେ ଆନନ୍ଦ ର ଲହରି ଖେଳି ଯାଇଛି।ଆଜି ପାରା ଲିଗାଲ ସ୍ୱେଚ୍ଛାସେବୀମାନେ ଜିଲ୍ଲା ଆଇନ ସେବା ପ୍ରାଧିକରଣ କାର୍ଯ୍ୟାଳୟରେ ଶ୍ରୀଯୁକ୍ତ ସାମଲ ଙ୍କୁ ଭେଟି ତାଙ୍କର ଉତ୍ତୋରତର କାମନା କରି ଶୁଭେଚ୍ଛା ଜଣାଇଛନ୍ତି।ଏହି କାର୍ଯ୍ୟକ୍ରମରେ ଜୟକୃଷ୍ଣ ମିଶ୍ର, ସାମସନ୍ ମିସାଲ,ବିଦ୍ୟୁତଲତା ଖମାରୀ,ସୁନିତା ଦାସ,ଯୁବରାଜ ଜାଲ, ବିନୟ କୁମାର ନନ୍ଦ ଏବଂ ଶ୍ରୀୟାକାନ୍ତ ନାଏକ  ପ୍ରମୁଖ ସ୍ୱେଚ୍ଛାସେବୀ ବନ୍ଧୁମାନେ ଉପସ୍ଥିତ ରହି ଶ୍ରୀଯୁକ୍ତ ସାମଲ ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
 

Recent Comments

Leave Comments

Top