ପିପିଲି/୧୧/୧୧/୨୦୨୫(ଆଧାର ମିଡ଼ିଆ)ଚଳିତ ମାସ ୧୬ ତାରିଖରେ ଜାତୀୟ ସାମ୍ବାଦିକ ଦିବସ ପାଳନ ହେବ ପିପିଲିରେ.ଏହି ଦିବସକୁ ପିପିଲି କଳିଙ୍ଗ ସାମ୍ବାଦିକ ସଂଘର ସମସ୍ତ ସଭ୍ୟମାନେ ମିଳିତ ଭାବରେ ପିପିଲି ନିକଟସ୍ଥ ମଙ୍ଗଳପୁର ହୋଟେଲ "ଦି ରାଞ୍ଚ "ଠାରେ ପାଳନ କରିବେ.ଏଥିଲେ ପ୍ରତ୍ୟେକ ଜିଲ୍ଲାର ଓ ବ୍ଲକର ବରିଷ୍ଠ ସାମ୍ବାଦିକ. ମୁଖ୍ୟଅତିଥି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି.ଏହି ଦିବସ ମହା ସମାରହରେ ପାଳନ ହୋଇ ଆସୁଥିବା ବେଳେ ଏ ବର୍ଷ ସବୁବର୍ଷ ଠାରୁ ଏ ବର୍ଷ ଅଧିକ ସରସ ସୁନ୍ଦର ହେବାର କାର୍ଯ୍ୟକ୍ରମ ରହିଛି.
Recent Comments