ପିପିଲି/୩/୧୨/୨୦୨୫(ଆଧାର ମିଡ଼ିଆ)ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମଙ୍ଗଳପୁର ପେଟ୍ରୋଲ ପମ୍ପ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ୍ୟୁ ବରଣ କରିଛି.ଅନ୍ୟଜଣେ ଗୁରୁତର ଆହତ ହୋଇଛି ମୃତ ଯୁବକ ଜଣକ ସ୍ଥାନୀୟ ସରଗାଇଲ ଗ୍ରାମର ବୋଲି ସୂଚନା ମିଳିଛି.ଆହତ ଟ୍ରକ ଚାଳକ ଓ ମୃତ ବ୍ୟକ୍ତି ଦୁଇଜଣ ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ସମୟରେ ଏକ ବାଇକ ଦ୍ରୁତ ଗତିରେ ଆସି ଧକ୍କା ଦେଇଥିଲା.ଯାହାକି ଯୁବକ ଜଣକ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା. ଧକା କରିଥିବା ବାଇକ ଚାଳକ ଓ ପଛରେ ବସିଥିବା ଜଣେ ମହିଳା ଆହତ ହୋଇଛନ୍ତି ବୋଲି ସୂଚନା ମିଳିଅଛି.ଖବର ପାଇ ପିପିଲି ପୋଲିସ ପହଂଚି ମୃତ ଶରୀରକୁ ଜବତ କରିଛି.
Recent Comments