ପାଇକମାଳ/ବରଗଡ/୧୦/୧୨/୨୦୨୫/(ଆଧାର ମିଡ଼ିଆ)-ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ବର୍ଗତ
ହୋଇଯାଇଛି.ରାଉଲକେଲା ଝିଅଘରେ ଥିବାସମୟେ ସକାଳ ପ୍ରାୟ ୪:୩୦ରେ ହୃଦଘାତ ହୋଇ ହଠାତ ଆରପାରିକୁ ଚାଲି ଯାଇଛନ୍ତି. ଆଜି ରାତି ୮ଟାରେ ପାଇକମାଳ ସ୍ଥିତ ବାସଭବନ ତାଙ୍କ ମର ଶରୀରକୁ ଅଣାଯିବା ପରେ ବ୍ୟାପକ ଜନଗହଳି ଦେଖା ଦେଇଥିଲା।ତାଙ୍କ ଦୁଇପୁଅ ପୂର୍ବତନ ସାଂସଦ ସଞ୍ଜୟ ଭୋଇ ଓ ଏମ୍ ଏସର ପ୍ରଫେସର ଡକ୍ଟର ସଞ୍ଜୀବ ଭୋଇ ଓ ଦୁଇଝିଅ କଲ୍ୟାଣୀ ଓ ଡକ୍ଟର ବନ୍ଦନୀ ଭୋଇ ସମେତ ପୁତ୍ର ବହୁ, ଝିଅ ଜ୍ୱାଇଁଙ୍କ ସମେତ ନାତି ନାତୁଣୀ ପରିବାର ଲୋକଙ୍କୁ ଛାଡ଼ି ଆରପାରିକୁ ଚାଲିଯିବାରୁ ରାଉରକେଲାରୁ ପାଇକମାଳ ଆସିବାପରେ ନିଜ ବାସଭବନରେ ଏକ ଶୋକାକୁଳ ବାତାବରଣ ସୃଷ୍ଟି ହୋଇଥିଲା.।ଆସନ୍ତା କାଲି ତାଙ୍କ ଅନ୍ତିମସଂସ୍କାର କରାଯିବ ବୋଲି ସୂଚନା ମିଳିଛି।
Recent Comments