logo
add image
ବଳଙ୍ଗା ପୋଲିସ ଦ୍ୱାରା ୨ ହାଇୱା ବାଲିଗାଡି ଜବତ.

ବଳଙ୍ଗା ପୋଲିସ ଦ୍ୱାରା ୨ ହାଇୱା ବାଲିଗାଡି ଜବତ.

ପିପିଲି/୧୨/୧୨/୨୦୨୫/( ଆଧାର ମିଡ଼ିଆ ) ବଳଙ୍ଗା ପୋଲିସ ଦ୍ୱାରା ୨ ଗୋଟି ବାଲିଗାଡି ଜବତ କରାଯାଇଛି. ବଳଙ୍ଗା ରାସ୍ତାରେ ଅହରହ ଚୋରା ବାଲିଗାଡି ଚାଲୁଥିବା ବେଳେ ଆଜି ବଳଙ୍ଗା ଥାନା ଆଇ ଆଇ ସି ଦିବ୍ୟରଞ୍ଜନ ପଣ୍ଡାଙ୍କ ନିର୍ଦେଶରେ ବାଲିଗାଡି ଚେକିଙ୍ଗ ଚାଲୁ ଥିବା ସମୟରେ ୨ ଗୋଟି ହାଇୱା ଯାହାର ନଂ OD-02-BS-8755 ଏବଂ OD-02- BS-9155 ଜବତ କରାଯାଇ ଅଛି.ଏନେଇ ବଳଙ୍ଗା ଥାନାରେ ୨ ଗୋଟି ମାମଲା ଆଗତ ହୋଇଛି.

Recent Comments

Leave Comments

Top