ପୁରୀ/ପିପିଲି/୧୮/୧୨/୨୦୨୫/( ଆଧାର ମିଡ଼ିଆ)- ପିପିଲି ଅଞ୍ଚଳରୁ ଚୋରି ହୋଇଥିବା ଆଭେଞ୍ଜର ଭୁବନେଶ୍ୱରରୁ ଜବତ ହୋଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି. ପୋଲିସ ଅଭିଯୋଗ ପାଇ ମାମଲା ଆଗତ କରିଛି. ସୂଚନା ଅନୁଯାୟୀ ନିବେଦନର ଅଭିପ୍ରାୟ ଏହିକି, ଆମ୍ଭେ ଏତଲାକାରିଣୀ ଶକ୍ତିସୁଦ୍ଧା ଜେନା, ସ୍ବା− v ପ୍ରଫୁଲ୍ଲ କୁମାର ଜେନା, ସା-୩୮ ।-୩୮୧୪/୬୧୮୫, ବଡଭୋଇସାହି, ବାଳକାଟି, ବାଲିଅନ୍ତା, ଜି-ଖୋଦ୍ଧା ହଜୁରଙ୍କ ନିମ୍ନମତେ ଜଣାଉଅଛିକି, ନିକଟରେ ଗତ ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଅଭିଯୋଗ କାରିଣୀ ଶକ୍ତିସୁଦ୍ଧା ଜେନାଙ୍କ ବଡପୁଅ ତାରେଣୀ ଜେନା ଭୁବନେଶ୍ବର ଶ୍ୱରର ଉତ୍ତର ଛକକୁ ବ୍ୟକ୍ତିଗତ କାର୍ଯ୍ୟନେଇ ତାଙ୍କ ସାନପୁଅ ନାମରେ ଥିବା ବାବାଜ ଆଭେଞ୍ଜର ଗାଡି ନଂ OD05U 9735 ଟି ନେଇ ଉତ୍ତରା ଛକରେ ମାର୍କେଟିଙ୍ଗ କରୁଥିବା ସମୟରେ ଗାଡିଟି ଚୋରି ହୋଇଯାଇଥିଲା । ବହୁତ ଖୋଜା ଖୋଜି କଲାପରେ ଗାଡିଟି ପାଇନଥିଲେ ।ଅଭିଯୋଗ କାରିଣୀଙ୍କ ସାନ e- Complaint No. 24502031072500307 ତା 02.12.2025 ରେ ପିପିଲି ଥାନାକୁ ଥାନାକୁ ଜଣାଇଥିଲେ। ଯାହାକି ଏହାର ଏକକିତା ନକଲ ଉକ୍ତ ଅଭିଯୋଗ ସହିତ ସଂଲଗ୍ନ କରିଥିଲେ। ଚୋରି ଗାଡିକୁ ଭୁବନେଶ୍ବରର ଲିଙ୍ଗରାଜ ପୋଲିସ ଧରିବା ପରେ ଅଭିଯୋଗ କାରିଣୀଙ୍କ ସାନପୁଅ ଦୁର୍ଗା ପ୍ରସାଦକୁ ଫୋନ୍ ଯୋଗେ ଯୋଗେ ଯୋଗାଯୋଗ କରିବାରେ,ତାଙ୍କର ସାନପୁଅ ପୁନେରେ ଏକ ପ୍ରାଇଭେଟ୍ କମ୍ପାନୀରେ କାର୍ଯ୍ୟରତ ଥିବାରୁ ସେ ପିପିଲି ଆସିବା ସମ୍ଭବପର ହୋଇ ନଥିବାରେ ଅଭିଯୋଗ କାରିଣୀ ଜନ୍ମିତ ମାଆ ହିସାବରେ ଉକ୍ତ ଗାଡିଟିକୁ ନେବାକୁ ପିପିଲି ପୋଲିସକୁ ନିବେଦନ କରିଛନ୍ତି.
Recent Comments