logo
add image
ଆଇନୀଜୀବୀ ଦୁର୍ଯ୍ୟୋଧନ ସେନାପତିଙ୍କ ଦେହାନ୍ତ.

ଆଇନୀଜୀବୀ ଦୁର୍ଯ୍ୟୋଧନ ସେନାପତିଙ୍କ ଦେହାନ୍ତ.

ପିପିଲି/୧୯/୧୨/୨୦୨୫/(ଆଧାର ମିଡ଼ିଆ) ପିପିଲି ଓକିଲ ସଂଘର ସଭ୍ୟ ଦୁର୍ଯ୍ୟୋଧନ ସେନାପତିଙ୍କ ନିଜ ବାସଭବନରେ ଅକାଳ ବିୟୋଗ ହୋଇଛି.ବିୟୋଗ ହେବା ଖବର ପ୍ରସାରିତ ହେବାପରେ ଶୁକ୍ରବାର ଦିନ ପୂର୍ବାହ୍ନ ସମୟରେ ପିପିଲି ବାର ଆସୋସିଏସନରେ ସମସ୍ତ ଆଇନ ଯିବି ମାନେ ମିଳିତ ଭାବରେ ଶୋକସଭା କରିଵାସହ ନିରବ ପ୍ରାର୍ଥନା କରିଛନ୍ତି. ଦୁର୍ଯ୍ୟୋଧନଙ୍କ ଅମର ଆତ୍ମାର ସଦକାମନା କରିବା ସହିତ ଶୋକ ସନ୍ତତି ପରିବାରକୁ ସମବେଦନା ଜଣାଇ ଅଛନ୍ତି.

Recent Comments

Leave Comments

Top