logo
add image
କାର ଓ ବୋଲେରୋ ମୁହାଁମୁହିଁ ଧକ୍କା

କାର ଓ ବୋଲେରୋ ମୁହାଁମୁହିଁ ଧକ୍କା

ବଲାଙ୍ଗିର/୨୨ /୧୨/୨୦୨୫/ବଲାଙ୍ଗୀର/(ଆଧାର ମିଡ଼ିଆ-ଶରତ ମହାକୁରଙ୍କ ରିପୋର୍ଟ ) ରବିବାର ସଂଧ୍ୟାରେ ବଲାଙ୍ଗିର ସଦର ବ୍ଲକଛକ ଠାରେ ଏକକାର ଏବଂ ବୋଲେରୋ ମଧ୍ୟରେ ମୁହମୁହି ଧକ୍କା ହୋଇଥିଲା। ଦୁର୍ଘଟଣାରେ ଦୁଇଟିଯାକ ଗାଡ଼ିର ସମ୍ଭୁଖ ଭାଗ କ୍ଷତିଗ୍ରସ୍ତ ହୋଇଥିଲେ ମଧ୍ୟ କେହି ମୃତାହତ ହୋଇନଥିବା ଜଣାଯାଇଛି ।ଦୁଇଟିଯାକ ଗାଡି ଧୀରଗତିରେ ଥିବାଯୋଗୁ ଗୋଟିଏ ବଡଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ।ରାସ୍ତାମଝିରେ ଦୁର୍ଘଟଣା ଯୋଗୁଁ କିଛିସମୟ ଟ୍ରାଫିକ ସମସ୍ୟା ଉପୁଜିଥିଲା ।ଘଟଣାସ୍ଥଳରେ ଲକ୍ଷ୍ମିଯୋର୍ ପୋଲିସ ପହଞ୍ଚି ଟ୍ରାଫିକ ବ୍ୟବସ୍ଥିତ କରିବା ସହ ଘଟଣାର ଯାଞ୍ଚକରୁଛନ୍ତି.

Recent Comments

Leave Comments

Top