logo
add image
ଡାଙ୍ଗସେ।ରଡା ଯାତ୍ରୀ ବିଶ୍ରାମଗାରରେ ୪୮ ବର୍ଷିଆ ଵ୍ୟକ୍ତିର ସନ୍ଦେହଜନକ ମୣତ୍ୟୁ।

ଡାଙ୍ଗସେ।ରଡା ଯାତ୍ରୀ ବିଶ୍ରାମଗାରରେ ୪୮ ବର୍ଷିଆ ଵ୍ୟକ୍ତିର ସନ୍ଦେହଜନକ ମୣତ୍ୟୁ।

ବିଷମକଟକ/ ୨୨/୧୨/୦୨୫/(ଆଧାର ମିଡ଼ିଆ-କାଷିନାଥ ପାଳ)-ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ଵ୍ଲକ। ଡାଙ୍ଗସେ।ରଡା ଥାନାଠୁ ପ୍ରାୟ ୫୦୦/୬୦୦ମିଟର ଦୂର ଵଜାର ଉପରେ ଥିବା ଯାତ୍ରୀ ବିଶ୍ରାମଗାରାରେ ଜଣେ ପ୍ରାୟ ୪୫ଵର୍ଷିଆ ବ୍ୟକ୍ତି ମରିପଡିଥିବା ସକାଳୁ ଲେ।କମାନେ ଦେଖି ପ୍ରଘଟ କରିଥିଲେ।ଅପରିଚିତ ଵ୍ୟକ୍ତିର ମୣତ୍ୟୁଖବର ସକାଳୁ ମେ।ବାଇଲିକୁ ମେ।ବାଇଲ ଘୁରିବୁଲୁଥିଲା।ଖବରପାଇ ଡାଙ୍ଗସେ।ରଡା ଏସ ଆଇ ଶ୍ରୀ ମନେ।ରଞ୍ଜନ ଵିଶ୍ଵାଳ ଘଟଣା ସ୍ଥଳରେ ପହଞ୍ଚି ଶବ ଜଵତକରିବା ସହ ବ୍ୟବଛେଦ ପାଇଁ ମୁନିଗୁଡା ପଠାଇଛନ୍ତି। ହେଲେ ପେ।ଲିସ ଅପମୣତ୍ୟୁ ମାମଲା ରୁଜୁକରି ତଦନ୍ତ ଜାରିରଖିଥିବା ପେ।ଲିସ ସୁତ୍ରରୁ ଜଣାପଡିଛି। ଲେ।କଟି କେଉଁ ପରିସ୍ଥିତିରେ କେତେବେଳେ ବିଶ୍ରାମଗାରାକୁ ଆସିଲା, ସେ ସ୍ଵଭାବିକ ମରିଛି ନା ତାକୁ ମାରିଦିଆଯାଇଛି ସେନେଇ ପୁଲିସର ମୁଣ୍ଡଵଥାର କାରଣ ପାଲଟିଛି। ତେଣୁ ସମସ୍ତ ଦିଗକୁନେଇ ତଦନ୍ତ କରାଯିବାର ଆବଶ୍ୟକ ଥିବାବେଳେ ସାଇଣ୍ଟିଫିକ ଟିମର ଉପସ୍ଥିତ ଜରୁରୀ ଅଟେ। ତେଣୁ ଶବବ୍ୟବଛ୍ଛେଦ ରିପେ।ର୍ଟ ଆସିଲେ ଘଟଣାର କାରଣ ଜଣାପଡିବ ଵେ।ଲି ଏସ ଆଇ ଶ୍ରୀ ଵିଶ୍ଵାଳ ସୂଚନା ଦେଇଛନ୍ତି। ସ୍ଥାନୀୟ ବାଟେ।ଇଙ୍କ ଚର୍ଚ୍ଚାରୁ ଶୁଣିବାକୁ ମିଳୁଛି ବିଚରା ଲେ।କଟି କୁଆଡେ ହାଟକୁ ଆସେ ତାକୁ ରାତିରେ କେହି ମାରିଦେଇଥିବା ସନ୍ଦେହ ସୣଷ୍ଟି କରିଛି। ଅପରପକ୍ଷରେ ଲେ।କମାନଙ୍କ ଆଲେ।ଚନାରୁ ଶୁଣିବାକୁ ମିଳୁଛି ମୣତ ଲୋକଟିର ନା କୣପାଵେହେରା,ରାୟଗଡାର ସେ ଅଧିକା଼ଂଶ ଦିନ ରଵିବାର ହାଟକୁ ଆସେ। ତେଣୁ ଗତକାଲି ହାଟଥିଲା ସେହାଟକୁ ଆସି ରାତିରେ ଯାଇପାରି ନାହିଁ। ଶୀତରେ ବିଶ୍ରାମଗାରରେ ଶେ।ଇପଡିଛି, କେହି ଦୁର୍ଵୣତଦୁର୍ଵୣତ ମାରିଦେଇ ପାରନ୍ତି କିମ୍ବା ଥଣ୍ଡା ଅଧିକରୁ ମୣତ୍ୟୁ ହେ।ଇପାରେ ବେ।ଲି ଚର୍ଚ୍ଚା ଯେ।ରଧରିଛି। ଦେଖାଯାଉ ଡାଙ୍ଗସେ।ରଡା ପେ।ଲିସଙ୍କ ପାରିବା ପଣିଆରେ ମୣତ୍ୟୁର ସତ୍ୟାସତ୍ୟ କେବେ ଉନ୍ମେ।ଚନ ତାହା ଜାଣିବାକୁ ସାଧାରଣ ଜନତା ଅପେକ୍ଷା ରତ।

Recent Comments

Leave Comments

Top