logo
add image
 ନିଆରାଢଙ୍ଗରେ ପୁରୁଣାବର୍ଷକୁ ବିଦାୟଦେଲେ ସାମଲକଲେ।ନୀ ବାସିନ୍ଦା।

ନିଆରାଢଙ୍ଗରେ ପୁରୁଣାବର୍ଷକୁ ବିଦାୟଦେଲେ ସାମଲକଲେ।ନୀ ବାସିନ୍ଦା।

ଵିଷମକଟକ/୨୨/୧୨/୨୦୨୫/(ଆଧାର ମିଡ଼ିଆ-କାଷିନାଥ ପାଳ)-ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ସଦର ମହକୁମା ସାମଲ କୋଲୋନୀର ପୁରୁଷ ଓ ମହିଳାମାନେ ଭିନ୍ନ ଢଙ୍ଗରେ ନୂଆବର୍ଷ ୨୦୨୬ ଆଗମନର ସ୍ବାଗତ ଅବ୍ୟବହିତ ପୂର୍ଵରୁ ୨୦୨୫ ପୁରୁଣା ବର୍ଷକୁ ସାମଲ କଲେ।ନୀର ସାହିର ନରନାରୀ ଯୁବା ଵୣଦ୍ଧ ଵୣଦ୍ଧାପିଲା ଛୁଆ ସମସ୍ତେ ଭେ।ଜି ଭାତରେ ମଜି ସୁଆଦିଆ ପିଠାପଣାରେ ନିଜକୁ ଖୁସି ସାଗରରେ ହଜାଇ ପରସ୍ପର ମିଳିମିଶି ଭେ।ଜନ କରିଥିଲେ। ସମସ୍ତଙ୍କ ମନରେ ଭରି ରହିଥିଲା ଅମାବାସ୍ୟା ରାତିର ୨୦୨୫ ପୁରୁଣା ବର୍ଷତୁ ସଵୁଦିନ ପାଇଁ ଯାଆ ହୣଦୟରେ ତେ।ର ସ୍ମୁତିରଖିଦେଇଯା,ପୂର୍ଣ୍ଣିମା ଚହ୍ନପରି ଆସୁଛି ୨୦୨୬ ନୂତନ ବର୍ଷ ଆଗୁଆକରୁଛୁ ସ୍ବାଗତ ଉତ୍ସଵ। ଏହି ପ୍ରେମମୟ ପରିବେଶ ଉତ୍ସବକୁ ସଞ୍ଜୟ ନାୟକଙ୍କ ସଂଯେ।ଜନାରେ ଅନୁଷ୍ଠିତ ହେଉଥିବା ବେଳେ ମିତାପାଲ,ସେ।ନା ଖତୁନ,ନେହା ନାୟକ,ରୀନା ଦାସ,ମେନା ଦାସ,ଅନୁ ସାମଲ,ବନୀତା ନାୟକ,ବିଶ୍ଵଜୀତ ଦାସ ପ୍ରମୁଖ ନେତୣତ୍ଵ ନେଇ ସଫଳ ସେଲିବ୍ରୀଟ କରିଥିଲେ।

Recent Comments

Leave Comments

Top