logo
add image
ଆଶ୍ରିତଙ୍କ ନିର୍ଦେଶରେ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା.

ଆଶ୍ରିତଙ୍କ ନିର୍ଦେଶରେ ଦୁର୍ଘଟଣା ଗ୍ରସ୍ତ ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା.

ପିପିଲି/୨୬/୧୨/୨୦୨୫/( ଆଧାର ମିଡ଼ିଆ ) ସାତଶଙ୍ଖ-ବଳଙ୍ଗା ପୂର୍ତ୍ତସଡ଼କ ନୂଆହାଟ ଠାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ଜଣେବ୍ୟକ୍ତି ମୃତ୍ୟୁ ବରଣ କରିଥିବା ଓ ୩ ଜଣ ଗୁରୁତର ଆହତ ହୋଇଥିବା ପରିବାରକୁ ରେଡକ୍ରସ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି. ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏହି ଖବର ପାଇବାପରେ ନିଜେ ଦୁଃଖ ପ୍ରକାଶ କରିବା ସହିତ ପିପିଲି ତହସିଲ ପ୍ରଶାସନ ରେଡକ୍ରସ ପାଣ୍ଠିରୁ ୨୦ହଜାର ଟଙ୍କା ସ୍ଥାନୀୟ ଆରଆଇ ଓ ସରପଞ୍ଚ ସୁବାଷ ଚନ୍ଦ୍ର ପୋଲାଈଙ୍କ ସହାୟତାରେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ପ୍ରଭାକର ବେହେରାଙ୍କ ସ୍ତ୍ରୀଙ୍କୁ ଅର୍ଥ ପ୍ରଦାନ କରିଛନ୍ତି.

Recent Comments

Leave Comments

Top