logo
add image
ପିସିଆର୍ ଭ୍ୟାନ୍‌କୁ ପଛରୁ ଧକ୍କାଦେଲା କାର୍.୩ ପୋଲିସ ଆହତ.

ପିସିଆର୍ ଭ୍ୟାନ୍‌କୁ ପଛରୁ ଧକ୍କାଦେଲା କାର୍.୩ ପୋଲିସ ଆହତ.

ପୁରୀ/୨୮/୧୨/୨୦୨୫/(ଆଧାର ମିଡ଼ିଆ)- ଗତକାଲି ରାତ୍ରିରେ ପିସିଆର୍‌ରେ ଭ୍ୟାନରେ ଥିବା ୩ ପୁଲିସ କର୍ମଚାରୀ ଜାତୀୟ ରାଜପଥରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସେହି ସମୟରେ ଏକ ଦ୍ରୁତଗାମୀ କାର ଯାହାର ନଂ OD-02-BZ-8344 ରେ ଥିବା ୪ ଜଣ ଯୁବକ ନିଶାଶକ୍ତ ଅବସ୍ଥାରେ ଧକ୍କା ଦେଇଥିଲା. ସେହି ଧକାରେ ୩ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିବା ଭ୍ୟାନର ଡାହାଣ ପାର୍ଶ୍ୱ ସ୍ୱତନ୍ତ୍ର ଚୁରମାର ହୋଇଛି.ଆହତ ପୋଲିସଙ୍କୁ ଡାକ୍ତରଖାନା ପଠାଜାଇ ଥିବାବେଳେ ସାତଶଙ୍ଖ ଫାଣ୍ଡି ପୋଲିସ ୪ ଜଣକୁ ଅଟକ ରଖିଛି.

Recent Comments

Leave Comments

Top