logo
add image
ନିଖୋଜ ନାବାଳିକା ଓ ଅପହରଣ କାରି ଯୁବକ ପୁରୀରୁଉଦ୍ଧାର.

ନିଖୋଜ ନାବାଳିକା ଓ ଅପହରଣ କାରି ଯୁବକ ପୁରୀରୁଉଦ୍ଧାର.

ପିପିଲି/୨୯/୧୨/୨୦୨୫/(ଆଧାର ମିଡ଼ିଆ): ବଳଙ୍ଗା ଥାନାଅଞ୍ଚଳର ଜଣେ ୧୩ ବର୍ଷିଆ ନାବାଳିକା ନିଖୋଜ ହୋଇଥିବା ନେଇ ବଳଙ୍ଗା ଥାନାରେ ଲିଖିତ ଅଭିଯୋଗ ହୋଇ ମାମଲା ଆଗତ ହୋଇଥିଲା. ବଳଙ୍ଗା ଥାନା ଆଇ ଆଇ ସି ଦିବ୍ୟରଞ୍ଜନ ପଣ୍ଡା ନାବାଳିକାକୁ ଉଦ୍ଧାର କରିବାପାଇଁ ପ୍ରୟାସ ଜାରିରଖି ଥିବାବେଳେ ଗତକାଲି ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଖବର ପାଇ ନାବାଳିକା ଓ ସମୃକ୍ତ ଯୁବକ ପୁରୀରୁ ଉଠାଇ ଆଣିଛି. ଆଜି ନାବାଳିକାର ମାଜିଷ୍ଟ୍ରେଟ ବୟାନ ରେକଡ଼ କରାଯିବ. ନାବାଳିକା ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା ।ସୂଚନା ଅନୁଯାୟୀ ନାବାଳିକା ଜଣକ ବିଦ୍ୟାଳୟ ବାର୍ଷିକ ଉତ୍ସବକୁ ଘରୁ ଆସିଥିବା ବେଳେ ସେହିଦିନ ଅପରାହ୍ନ ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ଲୋକେ ଗାଁ, ବନ୍ଧୁବାନ୍ଧବ ଖୋଜି ନପାଇବାରୁ ଥାନାର ଦ୍ୱାରସ୍ତ ହୋଇଥିଲେ  ।

Recent Comments

Leave Comments

Top