ପିପିଲି/୪/୨(୨୦୨୬/(ଆଧାର ମିଡ଼ିଆ)ଶ୍ରୀ ନିଳାଚଳ ନିଖୂଳୋତ୍କଳ ପାଲାଗାୟକ ପରିଷଦ,ଶାଖା ଅଖଣ୍ଡ ପୁରୀଜିଲା ପାଲାଗାୟକ ପରିଷଦ,ପ୍ରଶାଖା ସତ୍ୟବାଦୀ ପାଲାଗାୟକ ମଣ୍ଡଳର ଉପଦେଷ୍ଟା,ବରିଷ୍ଠ ପାଲାଗାୟକ ପିପିଲି ବ୍ଲକ ନୂଆପାଟଣା ଗ୍ରାମର ପ୍ରଭାକର ମହାରଣାଙ୍କ ନିଜ ବାସଭବନ ରେ ବିୟୋଗ ହୋଇଛି.ବିୟୋଗରେ ମ୍ରିୟମାଣ ମଣ୍ଡଳର ସଭାପତି ବିଶ୍ବନାଥ ବିଶ୍ବାଳ,ସମ୍ପାଦକ ରମେଶ ଚନ୍ଦ୍ର ପଲେଇ ଗାୟକ ସଦାଶିବ ବରାଳ(ପୂର୍ଣ ସାର),ସୁକାନ୍ତ କୁମାର ପରିଡା,ବାସୁଦେବ ପଣ୍ଡା,ତପନ କୁମାର ନନ୍ଦ,ବାୟକ ପୂର୍ଣ୍ଣଚନ୍ଦ୍ର ପଣ୍ଡା,ବଳରାମ ଦାସ,ସୁଦର୍ଶନ ଜେନା,ଶରତଚନ୍ଦ୍ର ଜେନା,ସହଯୋଗୀ ସଙ୍ଗୀତ,ସୁଦର୍ଶନ ପ୍ରଧାନ,ଭ୍ରମର ବାରିକ ଏବଂ ସୁଧୂରକୁମାର ସ୍ବାଇଁଙ୍କ ସମେତ ଶତାଧୂକ ପାଲା କଳାକାର ସ୍ବର୍ଗତ ଆତ୍ମଙ୍କ ବାସଭବନରେ ପହଞ୍ଚି ପୁଷମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ସ୍ବର୍ଗତ ଶ୍ରୀ ମହାରଣା ଜଣେ ମିଷ୍ଟଭାଷି,ପରୋପକାରୀ,ବାସ୍ତୁବିତ୍,ଏବଂଉଚକୋଟୀର ଗାୟକ ହିସାବରେ ବେଶ୍ ଜଣାଶୁଣା।ଶ୍ରୀ ମହାରଣାଙ୍କ ବିୟୋଗରେ ପାଲା କଳାକାର ମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
Recent Comments