logo
add image
ସିରଜିନାର ନୂଆବର୍ଷର ପ୍ରଥମବୈଠକ୍

ସିରଜିନାର ନୂଆବର୍ଷର ପ୍ରଥମବୈଠକ୍

ପଦ୍ମପୁର/୪/୧/୨୦୨୬/(ଆଧାର ମିଡ଼ିଆ/ଡିଲେଶ୍ୱର ବାଗ)-ରବିବାର୍ ଦିନ ସିରଜିନା କାର୍ଯ୍ଯଲୟରେ ସିଜିନରନୂଆବର୍ଷ ର ପ୍ରଥମବୈଠକ୍ ଅନୁଷ୍ଠିତ ହୋଯାଇଅଛି। ଉକ୍ତ ବୈଠକରେ ସଭାପତିତ୍ଵ କରିଥିଲେ ଶ୍ରୀଯୁକ୍ତ ଆଦିତ୍ୟ କୁମାର୍ ରଥ। ଆସନ୍ତା ଏପ୍ରିଲ ୪ଓ ୫ତାରିଖରେ ସିର୍ଜିନାଉତ୍ସଵ ପାଳନ କରିବାପାଇଁ ସ୍ଥିର କରାଗଲା। ଏହି ଅବସରରେ ହାଇସ୍କୁଲ ସ୍ତରୀୟ ନାଟକ ପ୍ରତିଯୋଗିତା ଓ ରାଜ୍ୟସ୍ତରୀୟ କବିସମ୍ମିଳନୀ କରାଯିବା ବୋଲି ସଂପାଦକ ରାଜେନ୍ଦ୍ର ମହାନ୍ତି ସୂଚନା ପ୍ରଦାନକଲେ। ଆସନ୍ତା ୧୪ ତାରିଖରେ ମକର ମିଳନ କରାଯିବାକୁ ଆଲୋଚନା ହେଲା। ଉକ୍ତ ବୈଠକରେ ପଣ୍ଡିତ ପରମେଶ୍ୱର୍ ଦାଶ,ଦେବେନ୍ଦ୍ର ତ୍ରିପାଠୀ,ଶ୍ରୀ ଆନନ୍ଦ ବେହେରା.ମହେଶ୍ୱର ସାହୁ,କେଦାର ସାହୁ,କିଶୋର୍ ପାତ୍ର, ଆଶୁତୋଷ ପାଣିଗ୍ରାହୀ,ମୀନକେତନ ସାହୁ,ଦିଲେଶ୍ୱର୍ ବାଗ,ସନାତନ ବାରିକ୍,ସନ୍ତୋଷ ମହାନ୍ତି,ଭୋଜରାଜ ବୁଡେକ, ସୁନୀଲ ବେହେରା,ପ୍ରମୂଖ ସଭ୍ୟ ଯୋଗଦାନକରି ନିଜସ୍ଵ ମତ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ଆଦିତ୍ୟ ରଥଙ୍କୁ ସିରଜିନା ତରଫରୁ ସମ୍ମାନିତ କରାଯାଇଥିଲା.ଶେଷରେ ଉପ ସଭାପତି ଆନନ୍ଦବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ

Recent Comments

Leave Comments

Top