ପିପିଲି/୦୬/୦୧/୨୦୨୬/(ଆଧାର ମିଡ଼ିଆ)-ମଙ୍ଗଳବାର ଭୋର ସମୟରେ ବଳଙ୍ଗା ପୁଲିସପକ୍ଷରୁ ୨ଟି ସ୍ଥାନରେ ବଢାଇ କରାଯାଇ ବେଆଇନ ଭାବେ ଚାଲିପରିବହନ କରୁଥିବା ୫ଟି ହାୱା ଟ୍ରକକୁ ଜବତକରିବା ସହ ଥାନାରେ ପୃଥକ ପୃଥକ ଭାବେ ୨ଟି ଲଘୁଖଣିକ ଚୋରା ଚାଲାଣ ଆକ୍ଟରେ ମାମଲା ରୁଜୁ କରାଯାଇଛି । ସୂଚନା ମୁତାବକ ପୂର୍ବାହ୍ନ ଭୋର ସମୟରେ ବଳଙ୍ଗାଥାନା ମହିଳା ଏସଆଇ ଶୁଭଲକ୍ଷ୍ମୀ ପଟ୍ଟାନୟକଙ୍କ ନେତୃତ୍ୱରେ ଏକ ପୁଲିସଟିମ ହରିପୁର ଅଂଚଳରେ ପେଟ୍ରୋଲିଂ କରୁଥିବା ସମୟରେ ୨ଟି ହାଇୱାଟ୍ରକ ବାଲି ବୋଝେଇ କରି ଭାଣପୁର ନିମାପଡ଼ା ଅଭିମୁଖେ ଆସୁଥିବା ବେଳେ ପୁଲିସଟିମ୍ ଗୋଡ଼ିମାଳ ଞ୍ଚଳରେ ଅଟକାର ଯାଞ୍ଚ କରିବାରେ ଏହା ବେଆଳନ ବୋଲି ଜଣାପଢିବା ପରେ ଦୂର ୨ଟିକ୍ ଜବତକରି ପୁଲିସ ଥାନାକୁ ଆଣିଥିଲା । ସେହିଭଳି ଆନାର ମହିଳା ଏସଆଇ ସସ୍ମିତା ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ୍ ପୂର୍ବାନ୍ତ ସାଜେ ୧୧ଟାରେ ଲିମବଜାର ଝବରେ ବାଲିବୋଝେଇ କରି ସାତଶଙ୍ଖ ଅଭିମୁଖେ ବାଲି ବୋଝେଲ କରି ଯାଇଥିବା ବେଳେ ପୁଲିସଟିମ ଭୀମବଜାର ଛଳରେ ଗାଡିକୁ ଅଟକାଇ ଯାଞ୍ଚ କରିବାରେ ତାହା ବେଆଇନ ଭାବେ ପରିବହନ କରାଯାଇଥିବା ଜଣାପଢିବା ପରେ ପୁଲିସଟିମ ଗାଡିକୁ ଆଳାକୁ ଜବତକରି ଥାନାକୁ ଆଣିଛି.
Recent Comments