logo
add image
ଏକ ଦିବଶୀୟବୈଠକ ଅନୁଷ୍ଠିତ.

ଏକ ଦିବଶୀୟବୈଠକ ଅନୁଷ୍ଠିତ.

ପିପିଲି/୬/୦୬/୨୦୨୬/(ଆଧାର ମିଡ଼ିଆ)-ଓଡ଼ିଶା ଆଦିବାସୀ ମାଟିଆ ସମାଜର ରାଜ୍ୟସ୍ତରୀୟ ପ୍ରଥମ ଏକଦୀବଶୀୟ ବୈଠକ ଜାନୁଆରୀ  4 ତାରିଖରେ ପୁରୀ ଜିଲ୍ଲାର ପଟ୍ଟନାଇକୀୟା ଗ୍ରାମରେ ଉଦଘାଟିତ ହୋଇ ଯାଇଅଛି । ଏହି ବୈଠକରେ ପୁରୀ ଜିଲ୍ଲାର ତ୍ରିଲୋଚନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ,ଢେଙ୍କାନାଳ ଜିଲ୍ଲାର  ନରେନ୍ଦ୍ର କୁମାର ପଧାନ ମୁଖ୍ୟ ଅତିଥି, ଗଞ୍ଜାମ ଜିଲ୍ଲାର ଜୀ.ଗଣେଶ ସମ୍ପାଦକ,ସୁବର୍ଣ୍ଣପୁର ଜିଲ୍ଲାର.ଯୋଗେନ୍ଦ୍ର ମିର୍ଦ୍ଧା ସଭାପତି,ପୂରୀ ଜିଲ୍ଲାର ଶ୍ରୀ ଅଶୋକ ପ୍ରଧାନ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରୀ ଡମ୍ବରୁଧର ପ୍ରଧାନ କାର୍ଯ୍ୟ ପରିଚାଳନା କରିଥିଲେ।ଉକ୍ର ସଭାରେ ଅଲ୍ ଓଡ଼ିଶା ଆଦିବାସୀ ମାଟିଆ ସମାଜର । ଡମ୍ବରୁଧର ପ୍ରଧାନ ବକ୍ତବ୍ୟ ଦେଇ ସମାଜର ଲୋକମାନେ ବାଲ୍ୟବିବାହ,ଶିଶୁ ଶ୍ରମିକ,ଅନାହାର,ଯୌନ ନିର୍ଯ୍ୟାତନା ଓ ନିର୍ଯ୍ୟାତିତ ବିଷୟରେ ଆଲୋଚନା କରାଯାଇଥିଲା। ଏହା ପରେ ଶଭାରେ ଉପସ୍ଥିତିଥିବା ସମସ୍ତ ସଦସ୍ୟମାନଙ୍କୁ ନେଇ ଆଲୋଚନା କରାଯାଇଥିଲା।ଯେଉଁ ଅସୁବିଧାରେ ସମୁଖୀନ ହେଉଛନ୍ତି ସେଇ ଅସୁବିଧାକୁ କିପରି ସୁବିଧା କରାଯାଇ ପାରିବ ଏବଂ ଅଲ୍ ଓଡ଼ିଶା ଆଦିବାସୀ ମାଟିଆ ସମାଜର ସଙ୍ଗଠନକୁ ରାଜ୍ୟସ୍ତରରେ ରେଜିଷ୍ଟ୍ରେସନ ଅନ୍ତର୍ଭୁକ୍ତ କରିବାପାଇଁ ଆଲୋଚନା ହୋଇଛି। ଏଥିରେ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା ଅଂଶଗ୍ରହଣ କରିଥିଲେ। ଶେଷରେ ଗଞ୍ଜାମ ଜିଲ୍ଲାର ଜି ବହିଲୋଡୁ ଧନ୍ୟବାଦ୍ ଦେଇ ସଭା ସାଙ୍ଗକରିଥିଲେ।

Recent Comments

Leave Comments

Top