କାକଟପୁର/୮/୧/୨୦୨୬/(ଆଧାରମିଡିଆ-ତୁଷାର ଦୀକ୍ଷିତ)ପିପିଲିଥାନା ମଙ୍ଗଳପୁର ସଡ଼କ ଦୁର୍ଘଟଣାରେ ମୃତ ନିୟୁଜ-7 ସାମ୍ବାଦିକା ସିଲା ପଟ୍ଟନାୟକଙ୍କ ମୃତ୍ୟୁରେ କାକଟପୁର ସମସ୍ତ ସାମ୍ବାଦିକ ବନ୍ଧୁମାନଙ୍କ ସମୂହ ଦୀପଦାନ ମଙ୍ଗଳା ମନ୍ଦିର ସମ୍ମୁଖରେ କରାଯାଇ ଗଭୀର ଶୋକପ୍ରକାଶ କରାଯାଇଛି l ସିଲା ପଟ୍ଟନାୟକ ଅମରରହେ ନାରାଦେଇ ସମସ୍ତ ସାମ୍ବାଦିକ ବନ୍ଧୁମାନେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି l ଏଥିରେ ପ୍ରେସକ୍ଳବ ସଭାପତି କମଳ ଲୋଚନ ଦୀକ୍ଷିତ,ସମ୍ପାଦକ ଆଦିତ୍ୟ ରାଉତ,ଉପ ସଭାପତି ତୁଷାରରଞ୍ଜନ ଦୀକ୍ଷିତ,କୋଷାଧକ୍ଷ ଭାଗବତ ସ୍ୱାଇଁ, ମାନସ ଦୀକ୍ଷିତ,ପ୍ରଭାତ ଦୀକ୍ଷିତ,ପ୍ରଭାସ ପୃଷ୍ଟି,ବ୍ରଜ କିଶୋର ସାହୁ,ବରିଷ୍ଠ ସାମ୍ବାଦିକ ସମରେନ୍ଦ୍ର ଦୀକ୍ଷିତ,ଶଙ୍କର ପ୍ରସାଦ ଦାସ,ପ୍ରଦୀପ ପଣ୍ଡା,ପ୍ରଦୀପ୍ତ ଦୀକ୍ଷିତ,ପ୍ରଶାନ୍ତ ଜେନା,କାକଟପୁର ସାମ୍ବାଦିକ ସଙ୍ଘର କର୍ମକର୍ତା ରୁପେଶ କୁମାର ସାହୁ,ଚିନ୍ମୟ ପୋଲେଇ,ପ୍ରମୁଖ ଯୋଗଦାନ କରିଥିଲେ l
Recent Comments