logo
add image
ବିଜେଡିଛାଡି ବିଜେପିରେ ଯୋଗଦାନ.

ବିଜେଡିଛାଡି ବିଜେପିରେ ଯୋଗଦାନ.

ପୁରୀ/୭/୦୧/୨୦୨୬/(ଆଧାର ମିଡ଼ିଆ)ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉଛୁପୁର ଗ୍ରାମପଞ୍ଚାୟତର ବ୍ରାହ୍ମଣଖଣ୍ଡି ଗ୍ରାମର ପ୍ରମୁଖ ବିଜେଡିନେତା ଏବଂ କାର୍ଯ୍ୟକର୍ତ୍ତାଗଣ ଆଜି ବିଜେପିରେ ଯୋଗଦେଇଛନ୍ତି। ସମସ୍ତଙ୍କୁ ବିଜେପିକୁ ସ୍ବାଗତକରିଛି । ଏକାଠିହୋଇ ବିଜେପି ସରକାର ଦଳର ସଂଗଠନକୁ ଆହୁରି ମଜଭୁତ କରିବାନେଇ ମାନନୀୟା ଉପମୁଖ୍ୟମନ୍ତ୍ରୀ କହିଛନ୍ତି

Recent Comments

Leave Comments

Top