logo
add image
ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ନେତାଜୀ ଓ ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳିତ

ଗୁଣୁପୁର/ରାୟଗଡା/୨୩/୧/.୨୦୨୬/(ଆଧାର ମିଡ଼ିଆ)-ରାୟଗଡା ଜିଲ୍ଲା ଗୁଣପୁର ଠାରେ କଳିଙ୍ଗ ସାହିତ୍ୟ ଘରର ଆବାହକ ଶକ୍ତି ଦାଶଙ୍କ ଆହ୍ଵାନ କ୍ରମେ କଳିଙ୍ଗ ସାହିତ୍ୟ ଘରର ଅସ୍ଥାୟୀ କାର୍ଯ୍ୟାଳୟ ଠାରେ ବିର ସୁରେନ୍ଦ୍ର ସାଏଙ୍କ ୧୨୯ତମ ଜୟନ୍ତୀ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ସମସ୍ତ ଅତିଥି ଗଣ ନେତାଜୀ ଓ ବିର ସୁରେନ୍ଦଶାୟଙ୍କ ସାହସ ଏକତା ଓ ଦେଶାତ୍ମକ ମନୋଭାବକୁ ଭୂୟାଶୀ ପ୍ରଶଂସା କରିଥିଲେ  ଆବାହକ ଶକ୍ତି ଦାଶ ନେତାଜୀଙ୍କ ଆଦର୍ଶ ଓ ବାଣୀ ଯୁବପିଢୀକୁ ପ୍ରେରଣା ଦିଏ ବୋଲି ମତବ୍ୟକ୍ତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କଳିଙ୍ଗ ସାହିତ୍ୟ ଘରର ସଭାପତି ଶ୍ରୀ ସୁରେନ୍ଦ୍ର କୁମାର ମଲ୍ଲିକ, ସମ୍ପାଦକ ଶ୍ରୀ ଅନନ୍ତ କୁମାର ପାତ୍ର,ସଭ୍ଯ  ନିଖିଲ କୁମାର ପାତ୍ର, ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ ରାୟଗଡା ଶାଖା ଉପ ସଭାପତି ଶ୍ରୀ ସୂର୍ଯ୍ୟ ପ୍ରକାଶ ପଟ୍ଟନାୟକ,ଗୁଣପୁର ଶାଖା ସମ୍ପାଦକ ଶ୍ରୀ ହରିହର ଶତପଥୀଙ୍କ ସମେତ ସାମ୍ବାଦିକ ଶ୍ରୀ ସୁନୀଲ କୁମାର ସାବତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Recent Comments

Leave Comments

Top