logo
add image
ଓଡିଶା ଐତିହ୍ୟ ବିଶ୍ୱନାଥ ଦେବଙ୍କ ରାସ୍ତାହେବ ଉର୍ନ୍ନତି କରଣ.

ଓଡିଶା ଐତିହ୍ୟ ବିଶ୍ୱନାଥ ଦେବଙ୍କ ରାସ୍ତାହେବ ଉର୍ନ୍ନତି କରଣ.

ପିପିଲି/୨୯/୧/୨୦୨୬/( ଆଧାର ମିଡ଼ିଆ)-ଓଡିଶା ଐତିହ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ସର୍ବପୁରାତନ ଐତିହ୍ୟସ୍ଥଳୀ ବାବା ବିଶ୍ବନାଥ ମନ୍ଦିର ରାସ୍ତାର ଉନ୍ନତି କାମପାଇଁ ଅଣ୍ଟା ଭିଡିଛନ୍ତି ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ.ଏହା ଯୁଦ୍ଧ କାଳୀନ ମଧ୍ୟରେ ହେବାପାଇଁ ବିଧାୟକ ପର୍ଯ୍ୟଟନ ବିଭାଗ ଯନ୍ତ୍ରୀ ଓ ରାସ୍ତା ଗୃହବିଭାଗ ଯନ୍ତ୍ରୀଙ୍କୁ ସାଙ୍ଗରେ ଧରି ବିଶ୍ୱନାଥ ଦେବଙ୍କ ରାସ୍ତା ପରିଦର୍ଶନ କରିଥିଲେ.କିଭଳି କାର୍ଯ୍ୟ ଆରମ୍ଭ ହୋଇ ଶୀଘ୍ର ସରିବ ତାହା ବିଷୟରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।

Recent Comments

Leave Comments

Top