logo
add image
ବଳଙ୍ଗା ଥାନାରୁ ଯିବେ ଦିବ୍ୟ-.ଆସିବେ ସସ୍ମିତା.

ବଳଙ୍ଗା ଥାନାରୁ ଯିବେ ଦିବ୍ୟ-.ଆସିବେ ସସ୍ମିତା.

ପିପିଲି/୬/୨/୨୦୨୬/(ଆଧାର ମିଡ଼ିଆ)-ପୁରୀ ଜିଲ୍ଲାରେ ନିଯୁକ୍ତିଥିବା ଆଇ ଆଇ ସି ମାନଙ୍କୁ ଅଦଳ ବଦଳ କରିଛନ୍ତି ପୁରୀ ଏସପି.ଏହାରି ମଧ୍ୟରେ ବଳଙ୍ଗା ଥାନାରେ କାର୍ଯ୍ୟରତ ଥିବା ଓ ଆଇ ସି ଦିବ୍ୟରଞ୍ଜନ ପଣ୍ଡା.ଗତ କିଛିଦିନ ଗତେ ପଦ ଉର୍ନ୍ନତି ପାଇଥିବା ଶ୍ରୀପଣ୍ଡା ଦକ୍ଷ ପୋଲିସ ଅଧିକାରୀ ଭାବେ ନିମାପଡା.ପିପିଲି ଏବଂ ସତ୍ୟବାଦୀ ବ୍ଲକ ଅଧୀନରେ ଥିବା ପଞ୍ଚାୟତ ଗୁଡିକୁ ନେଇ ବଳଙ୍ଗା ଥାନାରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପର୍ଣ୍ଣ କରିବା ଅଂଚଳରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ଦୁର୍ଦାନ୍ତ ଅପରାଧୀ ଦମନ କରିବା ଏବଂ ବହୁଚର୍ଚ୍ଚିତ ନୂଆ ଗୋପାଳପୁର ନାବାଳିକା ପୋଡି ଘଟଣା. ତୋରିହ୍ନ ବନ୍ଧ ହତ୍ୟାକାଣ୍ଡ ଘଟଣା ଭଳି ଅନେକ ଘଟଣାକୁ ଗୁରୁତ୍ୱ ଦେଇ ଶ୍ରୀ ପଣ୍ଡା ବଳଙ୍ଗା ଥାନା ଅଂଚଳରେ ଚର୍ଚିତ ରହିଥିଲେ.ଶ୍ରୀ ପଣ୍ଡାଙ୍କ ଚନ୍ଦନପୁର ଥାନାକୁ ବଦଳି ହୋଇ ଥିବାବେଳେ ସେହି ସ୍ଥାନକୁ ଚନ୍ଦ୍ରଭାଗା ମେରାଇନ ଥାନାରେ ନିଯୁକ୍ତି ଥିବା ସସ୍ମିତା ସାହୁ ଆଇ ଆଇ ସି ଭାବରେ ଯୋଗ ଦେବେ.ଏଠାରେ ପ୍ରଶ୍ନଉଠୁଛି ତିନି ତିନି ଗୋଟି ବ୍ଲକ ଅଧୀନରେ ଥିବା ପଞ୍ଚାୟତକୁ ନେଇ ବଳଙ୍ଗା ଥାନା ଥିବାବେଳେ ଏହି ଥାନାକୁ କିଭଳି ସୁଚାରୁ ଭାବେ ତୁଲାଇବା ସହିତ ବଳଙ୍ଗା ଥାନାକୁ ଆସୁଥିବା ଦଲାଲ ମୁକ୍ତ କିଭଳି ଆଇ ଆଇ ସି ସସ୍ମିତା ସାହୁ ମୁକ୍ତକରିବେ ତାହାକୁ ନେଇ ଆଗାମୀ ଦିନରେ ଜଣାପଡିବ.

Recent Comments

Leave Comments

Top