ପୁରୀ/୨୬/୦୩/୨୦୨୬/(ଆଧାର ମିଡ଼ିଆ)-ଓଡ଼ିଶା ଦିବସ -2026,ଉପଲକ୍ଷେ ଟାଉନ୍ ହଲଠାରେ କିଶୋରୀ ମାନଙ୍କ ମଧ୍ୟରେ ଝୋଟି ଓ ମୁରୁଜ ପ୍ରତିଯୋଗୀତା ଜିଲ୍ଲା ସୂଚନା ଓ ଲୋକସଂପର୍କ, ପୁରୀ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ପୁରୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି,ଏହି ପ୍ରତିଯୋଗୀତାରେ ୩୦ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ,ସେଥିମଧ୍ୟରୁ ବିଷ୍ଣୁ ପ୍ରିୟା ମହାନ୍ତି ପ୍ରଥମ ସ୍ଥାନ,ରୋଜାଲିନ ଖୁଣ୍ଟିଆ ଦ୍ୱିତୀୟ ସ୍ଥାନ ଏବଂ ସ୍ୱର୍ଣ୍ଣଲତା ପଣ୍ଡା ତୃତୀୟସ୍ଥାନ ହାସଲ କରିଥିଲେ । ଏହି ପ୍ରତିଯୋଗୀମାନଙ୍କୁ ଓଡ଼ିଶା ଦିବସ ଅବସରରେ ସମ୍ବର୍ଦ୍ଧିତ କରାଯିବ.
Recent Comments