ନୂଆପଡା/ 25/02/2022/ ( ନ୍ୟୁଜ-ଆଧାର ଓଡିଶା) ନୂଆପଡା ଜ଼ିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ କରୋନା ପଜିଟିବ ଚିହ୍ନଟ ହୋଇଛନ୍ତି । ଉକ୍ତ ବ୍ୟକ୍ତିଜଣଙ୍କ ସିନପାଲି ବ୍ଲକରବୋଲି ନୂଆପଡା ହସ୍ପିଟାଲ୍ ର ମୁଖ୍ୟ ଗୋପାଳ ଚନ୍ଦ୍ର ମଲ୍ଲିକସୂଚନା ଦେଇଛନ୍ତି ।
ବିଶୁଧର ବନଛୋରଙ୍କ ରିପୋର୍ଟ
Recent Comments