logo
add image
ଗୁଣୁପୁରରେ ଚଷମା ଦୋକାନ ଉଦଘାଟିତ-ଏଠାରେ ଶତକଡା ୨୦ ରୁ ୫୦ ପ୍ରତିଶତ ରିହାତି ଦିଆଯିବ

ଗୁଣୁପୁରରେ ଚଷମା ଦୋକାନ ଉଦଘାଟିତ-ଏଠାରେ ଶତକଡା ୨୦ ରୁ ୫୦ ପ୍ରତିଶତ ରିହାତି ଦିଆଯିବ

ଗୁଣୁପୁର/ରାୟଗଡା/୦୬/୦୧/୨୩/ (ଆଧାର ନ୍ୟୁଜ) ସ୍ଥାନୀୟ ରେଳ ଷ୍ଟେସନ ରାସ୍ତାରେ ଆଜି ନୂତନ ଚଷମା ଦୋକାନ ମା ବାଙ୍କେଶ୍ୱରୀଲେନ୍ସ ଫାର୍ମର ଶୁଭ ଉଦଘାଟନ ହୋଇଛି । ମୁଖ୍ୟ ଅତିଥି ଭାବେ ଗୁଣୁପୁର ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼ ଓ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ ଯୋଗଦେଇ ଉଦ ଘାଟନ କରିଥିଲେ । ଏଠାରେ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇ ଆବଶ୍ୟକ ଚଷମା ରୋଗୀଙ୍କୁ ଯୋଗାଇ ଦିଆଯିବ । ସେହିଭଳି ଡାକ୍ତରଙ୍କ ପରାମର୍ଶର ବିଭିନ୍ନ ପ୍ରକାର ଚଷମା,ମାଗଣା କମ୍ପୁଟରରେ ଚକ୍ଷୁ ପରୀକ୍ଷା, ଉନ୍ନତମାନର ଚଷମା ଓ ପ୍ରତ୍ୟେକ ଜିନିଷରେ ଶତକଡା ୨୦ ରୁ ୫୦ ପ୍ରତିଶତ ରିହାତି ଦିଆଯିବ ବୋଲି ମାଲିକ ସଞ୍ଜୟ ସୁନାମୁଦି ପ୍ରକାଶ କରିଛନ୍ତି । 

Recent Comments

Leave Comments

Top