ଅମ୍ବାଭୋନା/ବରଗଡ/୦୨/୧୧/୨୦୨୩/(ଆଧାର ମିଡ଼ିଆ)
ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ରୁଚିଦା ଗ୍ରାମପଞ୍ଚାୟତ ବରା ଗ୍ରାମର ତ୍ରିନାଥ ଛକଠାରେ ବୀରସୁରେନ୍ଦ୍ର ସାଏ ଜୈବିକ କୃଷି ଉତ୍ପାଦନ ସମବାୟ ସମିତି ଓ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା.ଏହି କାର୍ଯ୍ୟକ୍ରମରେ ଅମ୍ବାଭୋନାବ୍ଳକ ଅଧ୍ୟକ୍ଷ କିର୍ତ୍ତିଚନ୍ଦ୍ର ଦୁଆନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ରକ୍ତଦାନ ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି ଶିବିରରେ ଅମ୍ବାଭୋନାବ୍ଳକ ବିଡିଓ ଶଙ୍କର ବାଗ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଜିଲ୍ଳା ସଂଯୋଜକ ଗୌରହରି ମିଶ୍ର, ସୁବ୍ରତ ସିଂହ, ସୁବ୍ରତ ବେହେରା,ଦୁଲ୍ଳଭ ବେହେରା, ଜିଲ୍ଲାପରିଷଦ ସଭ୍ୟା ନୀଲ କୁମାର ନାୟକ,କଳ୍ପନା ପ୍ରଧାନ, ବ୍ଳକ ବିଜେଡି ସଭାପତି ରଘୁନାଥ ପଟେଲ,ଡୋଲାମଣି ପଟେଲ, ଅନନ୍ତ ରାମ ସାହୁ ସନ୍ଯାସୀ ଦେହେରୀ, ଭୁକ୍ତା ଗ୍ରାମପଞ୍ଚାୟତ ସରପଞ୍ଚ ବଲରାମ ବିଷର,ପୂର୍ଣ୍ଣାନନ୍ଦ ବଢେଇ ( ମଣ୍ଟୁ) ହୃଶିକେଶ ପ୍ରଧାନ,ଜଳନ୍ଧର ପଧାନ, ଦୈଳତ ରାମ ଡନସନା ମେଘନାଦ ପଟେଲ ପ୍ରମୁଖଯୋଗଦେଇଥିଲେ। ବରଗଡ ଜିଲ୍ଲା ମୁଖ୍ଯଚିକିତ୍ସାଳୟ ପକ୍ଷ ରୁ ଭ୍ରମାଣ ଯାନରେ ରକ୍ତ ସଂଗ୍ରହ କରିଥିଲେ। ଅମ୍ବାଭୋନାବ୍ଳକ ବୀରସୁରେନ୍ଦ୍ର ସାଏ ଜୈବିକ କୃଷି ଉତ୍ପାଦନ ସମବାୟ ସମିତି ଓ ହର୍ସାର କର୍ମକର୍ତ୍ତା ପ୍ରଦୀପ ସୁନା, ମନୋଜ ପାତ୍ର, ଚୁଳଧର ପଧାନ, ଗୁରୁଚରଣ ପଧାନ, କିଶୋର ପଧାନ, ପ୍ରକାଶ ବେହେରା, ତୋଷରାମ ପଧାନ, ଉମାକାନ୍ତ ସାହୁ, ଲିଙ୍ଗରାଜ ପଧାନ, ଭାସ୍କର ବରିହା, ଜିତରାମ ସେଠ କେଦାର ଡନସନା ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ।
Recent Comments