logo
add image
ଫାଇଲେରିଆ ନିରାକରଣ ଅଭିଯାନ-

ଫାଇଲେରିଆ ନିରାକରଣ ଅଭିଯାନ-

ରାୟଗଡା/୨୦/୦୧/୨୦୨୪/(ଆଧାର ମିଡ଼ିଆ) ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ୍ ଅନ୍ତର୍ଗତ ଚାଟିକଣା ଗ୍ରାମ ଠାରେ ଆଜି ଫାଇଲେରିଆ ନିରାକରଣ ଅଭିଯାନ ଅନୁଷ୍ଠିତ ହଇଥିଲା ଉକ୍ତ ଏହି କାର୍ଯ୍ୟକ୍ରମରେ ଏ ଏନ ଏମ କାଞ୍ଚନମାଲା ନାଗ  ଅଙ୍ଗନବାଡ଼ି କର୍ମୀ ସରଜନୀ ନାୟକ ଆଶା କର୍ମୀ ଅନ୍ନପୂର୍ଣ୍ଣା ସାମଲ ଏବଂ ଗ୍ରାମର କିଛି ଲୋକ ମିସି ସାମୁହିକ ଔଷଧ ସେବନ କରିବା ବିଷୟରେ ପ୍ରତ୍ୟେକ ଗାଁ ଗାଁକୁ ବୁଲି ଲୋକ ମାନଙ୍କୁ ବୁଝାସୁଝା କରି ସଚେତନ କରିଥିଲେ ।

Recent Comments

Leave Comments

Top