logo
add image
ଚୋରା ବିଦେଶୀ ମଦ ବେପାରୀକୁ ଜବତ କରି ଥାନା ଜିମା ଦେଲେ ସାମାଜିକ କର୍ମୀ,ପୋଲିସର ନିରବତାକୁ ନେଇ ପ୍ରଶ୍ନବାଚୀ ।

ଚୋରା ବିଦେଶୀ ମଦ ବେପାରୀକୁ ଜବତ କରି ଥାନା ଜିମା ଦେଲେ ସାମାଜିକ କର୍ମୀ,ପୋଲିସର ନିରବତାକୁ ନେଇ ପ୍ରଶ୍ନବାଚୀ ।

କଣିହାଁ,୭/୧୧/୨୦୨୪(ଆଧାର ମିଡ଼ିଆ)ଅନଗୁଳ ଜିଲ୍ଲା କଣିହାଁ ଥାନା ଅଞ୍ଚଳରେ ଦିନକୁ ଦିନ ମଦ ବ୍ୟବସାୟୀ ଙ୍କ ପଦ୍ରୁଭାବ   ବଢ଼ିବାରେ ଲାଗିଛି,ସୂଚନା ମୁତାବକ ଡେରେଙ୍ଗ ଏବଂ ଏନଟିପିସି ଇଲାକାରେ ଦୁଇଟି ବିଦେଶୀ ମଦ ଦୋକାନ ଅଛି ଯାହାକି ଖୁଲମ ଖୁଲା ଭାବେ ଦିନ ଦିପହରେ ବିଭିନ୍ନ ଗ୍ରାମ ଗୁଡିକୁ ବାଇକ ଯୋଗେ ମଦ ଦୁକାନୀ ଚୁରାହାରେ ବିଦେଶୀ ମଦ ପହଞ୍ଚାଇ ଥାନ୍ତି, ଆଜି ଡେରେଙ୍ଗ ବିଦେଶୀ ମଦ ଦୋକାନରୁ ବିହାର ଆରା ଜିଲ୍ଳା ବାଲକଚଣ୍ଡାର  ଧନବିଜୟ କୁମାର ୨୪ବର୍ଷ ଗାଡି ନଂ ଓଡି ୩୫ଇ ୮୫୨୫ରେ ମଦ ଧରି ଜରଡ଼ା ଗ୍ରାମ କୁ ନେଇ ଦେଉଥିବା ସମୟରେ ଦ୍ରୁତ ଗତିରେ ଗାଡି ଚଳାଇ ଯାଉଥିବା ବେଳେ ସନ୍ଦେହ କରି  ମାଡୁଆ ମନ୍ଦିର ନିକଟରୁ, ସାମାଜିକ କର୍ମୀ ମାନେ ଧରି,କଣିହାଁ ପୋଲିସ ରେ ଜିମା ଦେଇଛନ୍ତି ଓ ଆଗରୁ ମଧ୍ୟ ଏହି ଭଳି ବାରମ୍ବାର ଧରି ପୋଲିସ ଜିମା ଦେଇ ଥିବାର ନଜର ମଧ୍ୟ ଅଛି  ସର୍ବସାଧାରଣ ଙ୍କ କହିବା କଥା ଯଦି ଜଣେ ସାଧାରଣ ଜନତା କଉଠି ବସି ମଦ ପିଉଛି ତାକୁ ଫାଇନ ଉପରେ ଫାଇନ ପଡୁଛି କିନ୍ତୁ ଶହ ଶହ ଲିଟର ବିଦେଶୀ ମଦ ଦିନ ଦିପହରେ  ମଟର ସାଇକେଲ ରେ ଗ୍ରାମାଞ୍ଚଳ ମାନଙ୍କରେ  ପହଞ୍ଚାଉଛି କଣିହାଁ ଅଞ୍ଚଳ ର ବିଭିନ୍ନ ସ୍ଥାନ ରେ ସିସି କ୍ୟାମେରା ଲାଗିଛି ପୋଲିସ ପେଟ୍ରୋଲିଙ୍ଗ ହେଉଛି ଏବଂ ତାର କଣ୍ଟ୍ରୋଲ ରୋମ, କଣିହାଁ ଥାନା ତାର ଟେର ପାଉନି କେମିତି,ପୋଲିସ ତାହା ବର୍ତମାନ ସନ୍ଦେହ ଘେରରେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି, ସୂଚନା ଯୋଗ୍ୟ ଏହି ଗୋଟିଏ ଗାଡି ବାରମ୍ବାର ଏହି ଗାଡ଼ିରେ କଣିହାଁ ବିଭିନ୍ନ ଅଞ୍ଚଳ କୁ ଚୋରାରେ ବିଦେଶୀ ମଦ ଦୋକାନୀ ଙ୍କ ମାର୍ଫତ ରେ,ଏହିଭଳି ବେଆଇନ କାର୍ଯ୍ୟରେ ଲିପ୍ତ ରହି ବିଭିର୍ଣ୍ଣ ଗ୍ରାମକୁ ଚୋରାହାରେ  ବିଦେଶୀ ମଦ  ଯୋଗାଇ ଆସୁଛନ୍ତି,ଏହିଭଳି କାର୍ଯ୍ୟକୁ ବିଭିର୍ଣ୍ଣ ମହଲରେ ନିନ୍ଦା କରାଯାଇଥିଲା ବେଳେ,ବୁଦ୍ଧି ଯିବି ମହାଲରେ  ଜିଲା ଆରଖି ଅଧକ୍ଷ ଓ ଅବକାରୀ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବୀ ହୋଇଛି l

Recent Comments

Leave Comments

Top