logo
add image
ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ପୁର୍ବତନ ସରପଞ୍ଚ ବିନୟ ପ୍ରଧାନଙ୍କ ମାତୃ ବିୟୋଗ।

ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ତଥା ପୁର୍ବତନ ସରପଞ୍ଚ ବିନୟ ପ୍ରଧାନଙ୍କ ମାତୃ ବିୟୋଗ।

କଣିହାଁ,୧୫/୧୧/୨୦୨୪(ଆଧାର ମିଡ଼ିଆ)ପୂର୍ବତନ ସରପଞ୍ଚ ତଥା ଭାରତୀୟ ଜନତା ପାର୍ଟିର ବଶିଷ୍ଠ ନେତା ଓ ଜିଲ୍ଲା କାର୍ଯ୍ୟ କାରିଣୀ ସଦସ୍ୟ ବିନୟ ପ୍ରଧାନଙ୍କ ମାତୃ ବିୟୋଗ ରେ  କଣିହାଁ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଛି,ବିନୟ ପ୍ରଧାନଙ୍କ ମା ପଦ୍ମାବତି ପ୍ରଧାନ ଜଣେ ଧର୍ମ ପରାୟଣ ଓ ସେହ୍ନି ଦରଦୀ ମହିଳା ଥିଲେ ,ଏହି ମୃତ୍ୟ ଖବର ଶୁଣି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ତାଳଚେର ବିଜେପି ନେତା କାଳନ୍ଦୀ ସାମଲ,ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି,ବିଜେପି ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ ଜିଲ୍ଲା ଜୋନାଲ ମିଡିଆ ସେଲ୍ ଅଧ୍ୟକ୍ଷ ପର୍ଶୁରାମ ବାରିକ,ଜିଲ୍ଲା କୃଷକ ମୋର୍ଚା ଉପ ସଭାପତି ତଥା ତାଳଚେର ବିଧାନ ସଭାର ମିଡିଆ ସେଲ୍ ଅଧ୍ୟକ୍ଷ ସୁଶାନ୍ତ କୁମାର ସାମଲ,ଜିଲ୍ଲା ଉପ ସଭାପତି ନୃସିଂହ ବରାଳ,ରେଙ୍ଗାଳି ମଣ୍ଡଳ ସଭାପତି ତ୍ରିପୁର ପ୍ରଧାନ,ଜିଲା କୁର୍ଶକ ମୂର୍ଚ୍ଚା ଉପ ସଭାପତି ସୁମନ୍ତ ପ୍ରଧାନ,ଗୋବିନ୍ଦ ସାହୁ,ଆଲୋକ ପ୍ରଧାନ,କଣିହାଁ ମଣ୍ଡଳ ସଭାପତି ଦେବେନ୍ଦ୍ର ବାରିକ,ମକୁନ୍ଧ ସାହୁ,ଶୋକ ପ୍ରକାଶ କରିବା ସହିତ ଏହି କଠିନ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଶକ୍ତି ସାହସ ଦିଅନ୍ତୁ,ମା ଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଜଗନ୍ନାଥଙ୍କ ପାଖରେ  ପ୍ରାର୍ଥନା କରିଥିଲେ।

Recent Comments

Leave Comments

Top