logo
add image
ଆୟୋଜକ ରାଧାକ୍ରିଷ୍ଣନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ମ୍ୟାଚ ରେ ନାନା ୱାରିଆରସ ଚମ୍ପିୟାନ।

ଆୟୋଜକ ରାଧାକ୍ରିଷ୍ଣନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଉଦଯାପନୀ ମ୍ୟାଚ ରେ ନାନା ୱାରିଆରସ ଚମ୍ପିୟାନ।

କଣିହାଁ,୨୯/୧୧/୨୦୨୪(ଆଧାର ମିଡ଼ିଆ)କଣିହାଁ ବ୍ଲକ ଜରଡl ଗ୍ରାମର ଆୟୋଜକ ରାଧାକୃଷ୍ଣl କ୍ରିକେଟ କ୍ଲବ ପକ୍ଷରୁ ଚଳିତ ମାସ ୨୦ ତାରିଖରୁ ରୁ ଆରମ୍ଭ ହୋଇ ଶୁକ୍ରବାର ଉଦଯାପନୀ  ମ୍ୟାଚ  ଅନୁଷ୍ଠିତ ହୋଇଯାଇଛି।ଏଥି ରେ ଅତିଥି ଭାବେ ଗ୍ରାମ ସଭାପତି ଆଇନୀଜୀବୀ ସଚିଦା ନନ୍ଦ ଦେହୁରୀ,ଶିକ୍ଷାବିତି ମଛିନ୍ଦ୍ର ସାହୁ,କଣିହାଁ ଖଣିର ଡେସ୍ପlଚ ମ୍ୟାନେଜର ଏମ୍ କେ ମୀନା,ଶ୍ରମିକ ନେତା ଅଭୟ କୁମାର ସାହୁ,ପ୍ରାକ୍ତନ ସରପଞ୍ଚ ଯତୀନ୍ଦ୍ର କୁମାର ସାହୁ,ଗ୍ରାମର ପୂର୍ବତନ ସଭାପତି ସରୋଜ କୁମାର ସାହୁ,ପ୍ରାକ୍ତନ ସମିତ ସଭ୍ଯ ଅକ୍ଷୟ କୁମାର ସାମଲ ପ୍ରମୁଖ ଭାବେ ଯୋଗଦେଇ ଥିଲେ।ଏହି ଫାଇନାଲ ମ୍ୟାଚରେ ହାଣ୍ଡିଧୂଆଁ କ୍ରିକେଟ କ୍ଲବ ପକ୍ଷରୁ ୬ ଓଭର୍ ରେ  ସମସ୍ତ ୱିକେଟ୍ ହରାଇ ୫୪ ରନ୍ ସଂଗ୍ରହ କରିଥିଲେ।ବିପକ୍ଷ ଦଳ ଏନଟିପିସି ନାନା ୱାରିୟର୍ସ  ଗୋଟିଏ ୱିକେଟ ହରାଇ ବିଜୟୀ ଦଳ ଭାବେ ଚମ୍ପିୟାନ ହୋଇ ଥିଲେ।ଏହି ଫାଇନାଲ ମ୍ୟାଚରେ ମ୍ୟାନ୍ ଅଫ ଦି ସିରିଜ୍ ଲକି ଦାସ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ସିଟୁ  ପ୍ରଧାନ ଙ୍କୁ ବିବେଚନା କରାଯାଇଥିଲା।ଆୟୋଜିତ ରାଧାକୃଷ୍ଣ କ୍ରିକେଟ କ୍ଲବ ଟୁଣ୍ଣାମେଣ୍ଟ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ଏନଟିପିସି ନାନା ୱାରିୟର୍ସ  ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିବା ସହିତ ହାଣ୍ଡିଧୂଆଁ କ୍ରିକେଟ କ୍ଲବ କୁ ରନର୍ସଅପ ଭାବେ ପୁରସ୍କୃତ ହୋଇଥିଲେ।ଆୟୋଜକ ରାଧାକ୍ରିଷ୍ନା କ୍ରିକେଟ୍ କ୍ଲବ ର ସଦସ୍ୟ ତୁସାର ବେହେରା,ବିକାଶ ସାହୁ,ରଣଜିତ ଦେହୁରୀ, ଶୋଭିଏତ ସାହୁ,ସୂର୍ଯ୍ୟକାନ୍ତ ସାହୁ,ବିକାସ ବେହେରା,ଦିବେନ ଦେହୁରୀ,ଦିପୁନ ସାହୁ,ସନ୍ଦୀପ ବେହେରା,ବିଭୁ ରଞ୍ଜନ ଦେହୁରୀ,ସୌମ୍ୟ ରଞ୍ଜନ ବେହେରା,ସୁଜନ ସାହୁ,ଅଜିତ ସାହୁ, ପ୍ରସାନ୍ତ ଦେହୁରୀ,ରୋହିତ ସାହୁ,ସୌମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Recent Comments

Leave Comments

Top