logo
add image
ଚଇତି ପ୍ରଚାର ପ୍ରସାର କମିଟିର ବୈଠକ

ଚଇତି ପ୍ରଚାର ପ୍ରସାର କମିଟିର ବୈଠକ

ଗୁଣୁପୁର/ରାୟଗଡା,୫/୧୨/୨୦୨୪(ଆଧାର ମିଡ଼ିଆ)ଆସନ୍ତା ଡିସେମ୍ବର ୨୦ ରୁ ୨୨ ପର୍ଯ୍ୟନ୍ତ ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ସାଂସ୍କୃତିକ ଉତ୍ସବ ଇଡିତାଲ-୨୦୨୪ ଅନୁଷ୍ଠିତ ହେବ।ଚଳିତ ବର୍ଷ ନୂତନ ବସଷ୍ଟାଣ୍ଡ ପରିବର୍ତ୍ତେ ତହସିଲ କାର୍ଯ୍ୟାଳୟ ପଡିଆ ରେ ଏହି ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯାଇଛି।ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରାଙ୍କ ନେତୃତ୍ୱରେ ଆଜି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଏହାର ପ୍ରଚାର ଓ ପ୍ରସାର ନିମନ୍ତେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିଲା।ପ୍ରତ୍ୟେକ ଗାଁ ଗାଁ ରେ ଓ ପଞ୍ଚାୟତ ରେ ଏହାର ବ୍ୟାନର କରାଯାଇ ଟଙ୍ଗା ଯିବସାମାଜିକ ଗଣମାଧ୍ୟମ ଓ ବିଭିନ୍ନଚଇତି ପ୍ରଚାର ପ୍ରସାର କମିଟିର ବୈଠକରେ ଗୁଣୁପୁର ର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଅନନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଗଣମାଧ୍ୟମ,ଡିଜିଟାଲ ଗଣମାଧ୍ୟମ,ପୋର୍ଟାଲ ନିଉଜ୍ ପ୍ରଭୃତିରେ ବହୁଳ ଭାବରେ ପ୍ରଚାର ପ୍ରସାର କରିବା ପାଇଁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଅନୁରୋଧ କରାଯାଇଥିଲା।ବୈଠକରେ ଗୁଣୁପୁର ର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିବା ବେଳେ ଅନନ୍ତ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
 

Recent Comments

Leave Comments

Top