କଣ୍ଟାମାଲ/ ବୌଦ୍ଧ/ ୧୨/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ) ବୌଦ୍ଧ ବ୍ଲକ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ସଭାଗୃହ ଠାରେ ସମାଜ ତରଫରୁ ବୁଢ଼ା, ବୁଢ଼ୀଙ୍କୁ ଶୀତବସ୍ତ୍ର ବଣ୍ଟାଯାଇଥିଲା ଏଥିରେ ମୁଖ୍ୟ ଅଥିତି ଭାବରେ ଗୁନ୍ଦୁଲିଆ ସରପଞ୍ଚ ଶ୍ରୀଯୁକ୍ତ ଧଵଲେ ଶ୍ଵରଙ୍କ ଦ୍ଵାରା ଶୀତବସ୍ତ୍ର ବଣ୍ଟନ କରା ଯାଇଥିଲା, ସମାଜର ସାମ୍ବାଦିକ ବିଦ୍ୟନାଥ ହୋତା, ସମେତ ବୋହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପଥିସ୍ଥ ଥିଲେ. ଶୀତବସ୍ତ୍ର ପାଇଲା ପରେ ବୁଢା, ବୁଢ଼ୀ ମାନେ ହରିବୋଲ ହୁଳହୁଳିରେ ସ୍ଥାନଟି କମ୍ପେଇ ଦେଇଥିଲେ ଏବଂ ଅତିଥି ମାନଙ୍କର ଶୁଭ କାମନା କରିଥିଲେ
Recent Comments