logo
add image
ଡେରଙ୍ଗ ଗ୍ରାମରେ ଶିଅଳ ସମାଜର ବାର୍ଷିକ ଉତ୍ସବ

ଡେରଙ୍ଗ ଗ୍ରାମରେ ଶିଅଳ ସମାଜର ବାର୍ଷିକ ଉତ୍ସବ

କଣିହାଁ/୧୨ /୧/୨୦୨୫/ (ଆଧାର ମିଡ଼ିଆ)  ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ଡେରଙ୍ଗ ଗ୍ରାମ ଅଧିନସ୍ଥ ଶ୍ରୀ ଅରବିନ୍ଦ ସ୍କୁଲ୍ ପରିସରରେ ଶିଅଳ ସମାଜର ବାର୍ଷିକ ସଭା ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଡେରଙ୍ଗ ଗ୍ରାମର ଶିଅଳ ସାମାଜ ସଭାପତି ସନ୍ତୋଷ କୁମାର ବେହେରା ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ହୋଇଛି,I ଏଥିରେ ସାମାଜର ଉପ ସଭାପତି ଗୋଲେଖ ବେହେରା, ସଂପାଦକ ପଞ୍ଚାନନ ବେହେରା, ସହ ସମ୍ପାଦକ ପ୍ରଦୀପ କୁମାର ବେହେରା,କୋଷାଧ୍ୟକ୍ଷ ନୀଳମଣି ବେହେରା, ସହ କୋଷାଧ୍ୟକ୍ଷ ସୁଧାକର ବେହେରା, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ବେହେରା,ପ୍ରହଲ୍ଲାଦ ବେହେରା, ଦିଲ୍ଲୀପ କୁମାର ବେହେରା, ଦୁଃଶାସନ ବେହେରା, ଶରତ ଚନ୍ଦ୍ର ବେହେରା, ମହାର୍ଗ ବେହେରା, ମନୋଜ ବେହେରା, ତାମିଲି ବେହେରା, ଦୀପକ ବେହେରା, ସୁଶାନ୍ତ ବେହେରା, ଟିକନ ବେହେରା, କୁନା ବେହେରା, ଲୋକ ନାଥ ବେହେରା, ସୁବାସ ବେହେରା, ଗଙ୍ଗା ବେହେରା, ବିରଞ୍ଚି ବେହେରା, ଦୁଃସମନ୍ତ ବେହେରା, ଛବିଳ ବେହେରା, ଭଜ ବେହେରା,ସମୀର ବେହେରା,ପ୍ରମୁଖ ଯୋଗଦେଇ ଶିଅଳ ସମାଜର ସାମାଜିକ ସଂଗଠନ, ଆର୍ଥିକ ଉନ୍ନତି ଆଣିବା ସହ ଯୁବକ ଯୁବତୀ ମାନେ ଉଚ୍ଚ ଶିକ୍ଷିତ ହୋଇ ସାମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ ସଦସ୍ୟ ମାନେ ବକ୍ତବ୍ୟ ରଖିଥିଲେ l  ଏହି କାର୍ଯ୍ୟକ୍ରମରେ କନ୍ଦର୍ପ ବେହେରା,ଦାମୋଦର ବେହେରା, ସୁବାସ ବେହେରା, ପ୍ରସନ୍ନ ବେହେରା, ବିଷ୍ଣୁ ଚରଣ ବେହେରା, ଦୁଷ୍ମନ୍ତ ବେହେରା ସମେତ ସାମାଜ ଶତାଧିକ କାର୍ଯ୍ୟକର୍ତ୍ତା  ଉପସ୍ଥିତ ରହି ସହଯୋଗ କରିଥିଲେ ।

Recent Comments

Leave Comments

Top