logo
add image
ପୁତନାମଠ ଠାରେ ପୌଷ ପୂଣ୍ଣିମା ପାଳିତ ହୋଇଯାଇଛି

ପୁତନାମଠ ଠାରେ ପୌଷ ପୂଣ୍ଣିମା ପାଳିତ ହୋଇଯାଇଛି

କଣ୍ଟାମଲ/ବୌଦ୍ଧ/୧୩/୦୧/୨୦୨୫/ (ଆଧାର ମିଡ଼ିଆ//ରିପୋର୍ଟ-ପ୍ରଭଞ୍ଜନ ପୁରୋହିତ) ବୌଦ୍ଧଜିଲ୍ଲା ବାଉଁଶୁଣି ନିକଟ ଗୁଚ୍ଛାପଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପୁତନା ଜଙ୍ଗଲ ଠାରେ କାଇଁ କେଉଁ ରାଜୁଡା ଅମଳରୁ ପୁତନା ଠାକୁର ନାମରେ ପୂଜାପାଇ ଆସୁଛନ୍ତି. ସର୍ବେଶ୍ଵରଦାସ ନାମକ ଜଣେ ବାବା ସେଠାରେ ରହି ସେଠାରେ ଏକ ମଠକରି ପ୍ରତ୍ୟକ ପୁର୍ଣିମାରେ ନାମ ସଂକୀର୍ତ୍ୟନ୍ୟ କରି ଅଷ୍ଟପ୍ରହାରୀ କରନ୍ତି. ଏହି ମଠରେ ଗୁଚ୍ଛାପଡା, ବାଉଁଶୁଣି, ଗୁନ୍ଦୁଲିଆ, ସଗଡା, ଆମ୍ବଝରୀର ପାଞ୍ଚଖଣ୍ଡ  ପଞ୍ଚାୟତର ଲୋକମାନେ ମିଶି ସେହି ମଠର ମହଁନ୍ତ ସର୍ବେଶ୍ଵର ବାବାଙ୍କୁ ସମସ୍ତ ପ୍ରକାର  ସହଯୋଗ କରନ୍ତି.ନାମ ସଙ୍କିର୍ତନ୍ୟ କରିବାକୁ  ଏହି ମଠରେ ଅନ୍ୟ ବାବା ରଘୁବର ଦାସ, ଫଗୁନୁ ବାବା, ଜଗବନ୍ଧୁ ଦାସ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବା ସହିତ ବହୁ ଦୂର ଦୁରାନ୍ତରୁ ଭକ୍ତ ମଧ୍ୟ୍ୟ ଏହିମଠକୁ ପୁର୍ଣିମା ଦିନ ଆସିଥାନ୍ତି.

 

Recent Comments

Leave Comments

Top